ସୈନିକସ୍କୁଲ ପ୍ରବେଶିକା ପରୀକ୍ଷା ୧୦ ଅକ୍ଟୋବରକୁ ଘୁଂଚିଲା

0 685


ଭୁବନେଶ୍ୱର: ସର୍ବଭାରତୀୟ ସୈନିକସ୍କୁଲ ପ୍ରବେଶିକା ପରୀକ୍ଷା ପାଇଁ ପୂର୍ବ ନିର୍ଦ୍ଧାରିତ ଆବେଦନର ଶେଷ ତାରିଖ ୨୩ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି ।ଯେଉଁ ପରୀକ୍ଷାର୍ଥୀମାନେ କୌଣସି କାରଣରୁ ପୂର୍ବନିର୍ଦ୍ଧାରିତ ତାରିଖ ଭିତରେ ଆବେଦନ କରିପାରି ନାହାଁନ୍ତି , ସେମାନେ ସୈନିକସ୍କୁଲ ଭୁବନେଶ୍ୱର(ଷÂ,ନବମ ଶ୍ରେଣୀ) ଓ ସୈନିକସ୍କୁଲ ସମ୍ବଲପୁର(ଷÂ ଶ୍ରେଣୀ) ପାଇଁ ଅକ୍ଟୋବର ୧୦ ତାରିଖ ସୁଦ୍ଧା ଆବେଦନ କରିପାରିବେ ।

Leave A Reply

Your email address will not be published.

one × 3 =