ପୁରୀ ବେଳାଭୂମିରେ ଜାପାନୀ ପର୍ଯ୍ୟଟକଙ୍କ ଦ୍ୱାରା ସଫେଇ ଓ ଯୋଗ ଶିବିର

0 1,290

ପୁରୀ : ‘ମୋ ବିଚ’ କାର୍ଯ୍ୟକ୍ରମରେ ଜାପାନ ଇଣ୍ଡିଆ ଫ୍ରେଣ୍ଡସିପ ସେଣ୍ଟର ଦ୍ୱାରା ବେଳାଭୂମି ସଫେଇ ଓ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରବାସୀ ଭାରତୀୟ ତଥା ଫ୍ରେଣ୍ଡସିପ ସେଣ୍ଟରର ସଭାପତି କୁନା ଦାସଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ବହୁ ସଂଖ୍ୟାରେ ଜାପାନୀ ପର୍ଯ୍ୟଟକ ଏଥିରେ ଭାଗ ନେଇଥିଲେ l

Leave A Reply

Your email address will not be published.

16 − 3 =