ଅନାଥଶ୍ରାମର ଶିଶୁଙ୍କ ସହ ଖୁସି ବାଣ୍ଟିଲେ ଡିଏଭି ଶିକ୍ଷୟତ୍ରୀ

0 690

ଭୁବନେଶ୍ୱର: ଦଶହରା ପୂଜା ଅବସରରେ ଡିଏଭି ପୋଖରୀପୁଟର ଶିକ୍ଷୟତ୍ରୀମାନେ ଅନାଥାଶ୍ରମର ଶିଶୁଙ୍କ ସହ ଖୁସି ବାଣ୍ଟିଛନ୍ତି । ଗାଡ଼କଣସ୍ଥିତ ଅଦ୍ରୁତ ଅନାଥାଶ୍ରମ ଓ ସତ୍ୟନଗରସ୍ଥିତ ସେଣ୍ଟ୍ ମଦର ଟେରେସା ମିଶନାରି ଅଫ୍ ଚାରିଟିରେ ଶିଶୁଙ୍କ ସହ ଡିଏଭି ପୋଖରୀପୁଟର ଶିକ୍ଷୟତ୍ରୀମାନେ ଖୁସି ବାଣ୍ଟିଛନ୍ତି । ‘ଦେବାରେ ଆନନ୍ଦ’ ସପ୍ତାହ ପାଳନ ଅବସରରେ ଡିଏଭି ପୋଖରୀପୁଟ ମର୍ଣ୍ଣିଂ ସିଫ୍ଟର ଶିକ୍ଷୟତ୍ରୀମାନେ ଏହି ଦୁଇ ଅନାଥାଶ୍ରମରେ ପହଞ୍ଚି ପିଲାମାନଙ୍କୁ ଉପହାର ପ୍ରଦାନ କରିବା ସହ ସେମାନଙ୍କ ଗହଣରେ ବେଶ୍ କିଛି ସମୟ ଅତିବାହିତ କରିଥିଲେ ।

Leave A Reply

Your email address will not be published.

two + 16 =