ଓଡ଼ିଶା ସେକ୍ରେଟେରୀ ଷ୍ଟାଫ୍ ଓ ହିନ୍ଦୁସ୍ଥାନ ସ୍ପୋଟିଂ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ୍ ମ୍ୟାଚ

0 1,317

ଜଗତସିଂହପୁର: ଜଗତସିଂହପୁର ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଜଗତସିଂହପୁର ହିନ୍ଦୁସ୍ଥାନ ସ୍ପୋଟିଂ ଆନୁକୁଲ୍ୟରେ ଏକ ବନ୍ଧୁତ୍ୟପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣlମେଣ୍ଟ ଓଡ଼ିଶା ସେକ୍ରେଟେରୀ ଷ୍ଟାଫ୍ ଓ ହିନ୍ଦୁସ୍ଥାନ ସ୍ପୋଟିଂ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣlମେଣ୍ଟଟିକୁ ଜଗତସିଂହପୁର ଜିଲ୍ଲପାଳ ସଂଗ୍ରାମ କିଶୋର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଯୋଗଦେଇ ଥିଲେ ।

Leave A Reply

Your email address will not be published.

thirteen + 18 =