ବାଲିକୁଦାରେ ଗୁଳିକାଣ୍ଡ: ଜଣେ ଆହତ

0 975

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା ): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଁଳାବଳ ଗ୍ରାମରେ ଗୁଳିକାଣ୍ଡ।ଗୁଳିକାଣ୍ଡ ଘଟଣାରେ ବାଲିସାହି ଗ୍ରାମର ଦେବରାଜ ବିଶ୍ୱାଳ ଆହତ ହୋଇଛନ୍ତି l ଦୁଇ ଅପରାଧୀ ମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦକୁ ନେଇ ଗୁଳିକାଣ୍ଡହୋଇଥିବା ସୂଚନା ମିଳିଛି l ଆହତ ଜଣକୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ତେବେ ଦୁଇ ଅପରାଧୀ ଗୋଷ୍ଠୀ ମଧ୍ୟରେ ଗୁଳି ମାଡ ନେଇ ବାଲିକୁଦା ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି। ବାଲିକୁଦା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି l

Leave A Reply

Your email address will not be published.

eleven + three =