ସରପଞ୍ଚ -ୱାର୍ଡ ମେମ୍ବର ପ୍ରେମକୁ ନେଇ ଚର୍ଚ୍ଚା

0 6,211

କୁଜଙ୍ଗ: ମହିଳା ସରପଂଚ ଓ ପୁରୁଷ ୱାଡମେମ୍ବରଙ୍କ ପ୍ରେମକୁ ନେଇ ଏବେ କୁଜଙ୍ଗ ଅଂଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଗତ
ନୂଆବର୍ଷ ଉତ୍ସବ ଅବସରରେ ସେମାନେ ଉଠାଇଥିବା ସେଲ୍ଫି ଏବେ ଭାଇରାଲ୍ ହେବାରେ ଲାଗିଛି । ମହିଳା ସରପଂଚଙ୍କ କାନ୍ଧରେ
ହାତ ଦେଇ ପୁରୁଷ ୱାର୍ଡ ମେମ୍ବର ଉଠାଇଥିବା ଫଟୋକୁ କେହି ଜଣେ ସୋସିଆଲ୍ ମିଡିଆରେ ଭାଇରାଲ୍ କରି ଦେଇଛି ।
ଯାହାକୁ ନେଇ ଏବେ କୁଜଙ୍ଗ ଅଂଚଳରେ ଜୋରସୋର୍ ଚର୍ଚ୍ଚ । ତେବେ କେବଳ ଏହି ଜଣେ ମହିଳା ସରପଂଚ ନୁହନ୍ତି, ଆଉ ଜଣେ
ମହିଳା ସରପଂଚଙ୍କ ରାସଲୀଳାକୁ ନେଇ ମଧ୍ୟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ରାଜ୍ୟ ସରକାର ମହିଳା ସଶକ୍ତୀକରଣକୁ
ଅଗ୍ରାଧିକାର ଦେଉଥିଲା ବେଳେ ଏହି ଦୁଇ ମହିଳା ସରପଂଚଙ୍କ କାରନାମା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି ।

Leave A Reply

Your email address will not be published.

eighteen − three =