ନାବାଳିକାଙ୍କୁ ଦୁଷ୍କର୍ମ : ଜଣେ ଗିରଫ

0 1,504


ନାଉଗାଁ (ମନୋଜ କୁମାର ନାୟକ ): ନାଉଗାଁ ଥାନା ଅନ୍ତର୍ଗତ ନୁଆଗାଁ ପ•ାୟତର ଦଳିତ ବାଳିକା ଘରେ କେହି ନଥିବା ବେଳେ ସେହି ଗ୍ରାମର ରିଙ୍କୁ ସାହୁ ତାଙ୍କଘରେ ପହ•ô ତାଙ୍କର ଧାନ କଟା ହେବା ପାଇଁ ତାଙ୍କ ମାଙ୍କୁ ଡାକିବାକୁ ଆସିଥିଲେ । ତାଙ୍କ ମା ଘରେ ନଥିବାରୁ ତାଙ୍କର ମୋବାଇଲ ନଂ ଦେବା ପାଇଁ କହିଥିଲେ l ଏହି ସମୟରେ ମୋବାଇଲ ଆଣିବା ପାଇଁ ଦଳିତ ବାଳିକା ଜଣିକ ଘର ଭିତରକୁ ଯିବା ସମୟରେ ଘରେ କେହି ନଥିବାର ସୁଯଗ ନେଇ ରି•ୁ ସାହୁ ତାଙ୍କୁ ଜୋର ଜଗରଦସ୍ତ ଧରି ତାଙ୍କ ଘରେ ଥିବା ଖଟ ଉପରେ ଦିନ ୧୧ ଟା ସମୟରେ ଦୁଷ୍କର୍ମ କରିଥିବା ନାଉଗାଁ ଥାନାରେ ନିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ତଳରେ ନାଉଗାଁ ଥାନା ଆଇଆଇସି ପ୍ରଜ୍ଞାପାରାମିତା କର ପହ•ô ଅଭିଯୁକ୍ତକୁ ଗିରଫ କରିବା ସହ କେସ ନଂ ୬/୨୦ ଆସନ୍ତା କାଲି କୋଟ ଚାଲାଣ କରାଯିବ ।

Leave A Reply

Your email address will not be published.

one × two =