ଜଗତସିଂହପୁର ଜିଲ୍ଲାରୁ ଆଉ 20 କରୋନା ଆକ୍ରାନ୍ତ

0 784

କୁଜଙ୍ଗ (ରଂଜିତ କୁମାର ପଣ୍ଡା ): ଜଗତସିଂହପୁର ଜିଲ୍ଲାରୁ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨୦ ଆକ୍ରାନ୍ତ।ଆଜି କରୋନା ମୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ ଫୁଣି ୨୦ ଜଣ ଚିହ୍ନଟ ହୋଇଛନ୍ତି। ୨୦ ଜଣ ମଧ୍ୟରୁ ନାଉଗାଁ ବ୍ଲକ୍ ରୁ ୧୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ କୁଜଙ୍ଗ ବ୍ଲକ୍ ପଣ୍ଡୁଆ ପଞ୍ଚାୟତ ରୁ ୧ ଆକ୍ରାନ୍ତ।ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୨୫ ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ 5 ଜଣ ସୁସ୍ଥ ହୋଇଛନ୍ତି l

Leave A Reply

Your email address will not be published.

2 × one =