ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

0 636

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏ ବର୍ଷର ପୁଣି ଏକ ଦୁଃଖଦ ଖବର l ଜଣାଶୁଣା ଆଲବମ୍ ତଥା ଫିଲ୍ମ ଅଭିନେତ୍ରୀ ଦୀପାସାହୁ ଙ୍କ ପରଲୋକ l ସେ କର୍କଟ ରୋଗରେ ପୀଡିତ ଥିଲେ ସେ ଏକ ସମୟରେ ମେଡ୍ଇନଓଡ଼ିଶା, ତାରକୃଷ୍ଣଚୂଡ଼ାରଙ୍ଗରନାଲିଓଢଣୀ, ମିଛେଇଝିଅ, ହାଏହାଏତୋମଲ୍ଲୀଫୁଲଗଜରା, ତୋରଟଣାଟଣାଆଖି, ଏକଡ଼ାଏକଡ଼ାରା ଆଦି ସୁପର ହିଟ୍ ଆଲବମ୍ ଗୀତ ଦର୍ଶକ ଙ୍କୁ ଭେଟି ଦେଇ ଆଲବମ କୁଇନ୍ ଭାବେ ପରିଚିତ ଥିଲେ l
ଭଗବାନ୍ ତାଙ୍କ ଅମର ଆତ୍ମା ର ସଦଗତି କରାନ୍ତୁ l

Leave A Reply

Your email address will not be published.

9 − 4 =