ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସଙ୍କୁ ରାଷ୍ଟ୍ରପତି ପୁରସ୍କାର

0 599

ଜଗତସିଂହପୁର : ଜଗତସିଂହପୁର ବାଲିକୁଦା ବ୍ଲକ ସିନ୍ଧୋଳ ଗାଁରେ ରହୁଛନ୍ତି ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ବନାଥ ଦାସ | ଆଜି ତାଙ୍କୁ ମିଳିଛି ରାଷ୍ଟ୍ରପତି ପୁରସ୍କାର । କୋରୋନା ଯୋଗୁଁ ଦିଲ୍ଲୀ ପରିବର୍ତ୍ତେ ନିଜ ଗାଁରେ ରାଷ୍ଟ୍ରପତିଙ୍କ ତରଫରୁ ଜଗତସିଂହପୁର ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି | ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ଭଗବାନ ତାଙ୍କୁ ସୁସ୍ଥ ରଖନ୍ତୁ |କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଉପସ୍ଥିତ ଥିଲେ l

Leave A Reply

Your email address will not be published.

3 × 2 =