ଓଡିଶାବାସୀଙ୍କୁ ଶାରଦୀୟ ଅଭିନନ୍ଦନ

0 563

ଶାନ୍ତିସେନା ପରିବାର ତରଫରୁ ଓଡିଶାବାସୀଙ୍କୁ ଶାରଦୀୟ ଅଭିନନ୍ଦନ l କରୋନା କାଳରେ ମା ଦୁର୍ଗା ସମସ୍ତଙ୍କୁ ସାହସ ଓ ଶକ୍ତି ଦିଅନ୍ତୁ l ସମସ୍ତଙ୍କୁ ନିରାମୟ ରଖିବା ସହ ଖୁବ ଶୀଘ୍ର ଏ ସଙ୍କଟ କାଳରୁ ମାନବ ଜାତିକୁ ଉଦ୍ଧାର କରନ୍ତୁ, ଏହା ହିଁ କାମନା l

Leave A Reply

Your email address will not be published.

13 − thirteen =