ରାସ୍ତା ମରାମତି ପାଇଁ ‘ଏନଚଏଆଇ’କୁ ଭେଟିଲେ ପାରାଦୀପ ବିଧାୟକ

0 699

ପାରାଦୀପ (ଦିପ୍ତୀରଂଜନ ଦାସ ): ଆଜି ବିଜୁ ଜନତା ଦଳ ପାରାଦୀପ ପକ୍ଷରୁ ଜାତୀୟ ରାଜପଥ ଅଠରବାଙ୍କି ଠାରୁ ଦୋଛକି ପର୍ଯ୍ୟନ୍ତ NHAI 5A ରାସ୍ତା କୁ ମରାମତି ପାଇଁ ମାନ୍ୟବର ବିଧାୟକ ସମ୍ବିତ ରାଉତ ରାୟ ଓ ବିଜୁ ଜନତା ଦଳ ପାରାଦୀପ ସଭାପତି ବସନ୍ତ କୁମାର ବିଶ୍ବାଳ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ NHAI ପ୍ରୋଜେକ୍ଟ ଡାଇରେକ୍ଟର ଙ୍କୁ ତାଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ ଠାରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି
ପ୍ରୋଜେକ୍ଟ ଡାଇରେକ୍ଟର NHAI 5A କୁ ତୁରନ୍ତ ମରାମତି ଓ ପୂର୍ଣ୍ଣ ନିର୍ମାଣ କରାଯିବ ବୋଲି ପ୍ରତଶ୍ରୁତି ଦେଇଛନ୍ତି l

Leave A Reply

Your email address will not be published.

seven + sixteen =