ଶନି ଓ ରବିବାର ସଟ୍‌ଡାଉନ

0 452

ଭୁବନେଶ୍ୱର : ଏଣିକି ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ସପ୍ତାହାନ୍ତ ସଟ୍‌ଡାଉନ । ସବୁ ସହରାଞ୍ଚଳରେ ପ୍ରତି ଶନି ଓ ରବିବାର ସଟ୍‌ଡାଉନ ଘୋଷଣା । ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏପ୍ରିଲ ୨୪ରୁ ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ଘୋଷଣା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି।

ସଟ୍‌ଡାଉନ ସହ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ । ସଟ୍‌ଡାଉନ ବେଳେ ଅତ୍ୟାବଶ୍ୟକ ଜରୁରୀ ସେବା ଜାରି ରହିବ। ଅତ୍ୟାବଶ୍ୟକ ସେବା ସହ ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ପାସ୍‌ ଲୋଡ଼ା ନାହିଁ । ବୈଧ ପରିଚୟପତ୍ର ସହ ଯାତାୟାତ କରିପାରିବେ କର୍ମଚାରୀ । ଏଣିକି ରାଜ୍ୟ ବାହାରୁ ଆସିଲେ ୧୪ ଦିନ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ।

Leave A Reply

Your email address will not be published.

two + 1 =