ଜିତିଲା ଟିଏମସି, ହାରିଲେ ଦିଦି

0 636

ନନ୍ଦିଗ୍ରାମ : ସାରା ପଶ୍ଚିମ ବଙ୍ଗରେ ବିଜୟୀ ହୋଇଥିବା ମମତା ଦିଦି, ନିଜେ ନିବାର୍ଚନରେ ହାରି ଯାଇଛନ୍ତି । ନନ୍ଦିଗ୍ରାମରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜୟ ବରଣ କରିଛନ୍ତି । ସଦ୍ୟ ମିଳିଥିବା ଖବର ମୁତାବକ ମମତା 1953 ଭୋଟରେ ପରାଜିତ ହୋଇଛନ୍ତି । ଟିଏମସି ୨୧୬ଟି ଆସନ ଜିତିଥିବା ବେଳେ ବିଜେପି କୁ ୭୬ ଟି ଆସନ ମିଳିଛି।

Leave A Reply

Your email address will not be published.

four + 16 =