ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡି ସମ୍ପାଦିକା ମନ୍ଦାକିନୀ କର

0 7,122

ଭୁବନେଶ୍ବର : ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡି ସମ୍ପାଦିକା ମନ୍ଦାକିନୀ କର। ସ୍ନେହଶିଷ ଆଚାର୍ଯ୍ୟଙ୍କୁ ସେ ବିବାହ କରିଛନ୍ତି। ଭୁବନେଶ୍ୱର କଳ୍ପନା ଛକସ୍ଥିତ ହୋଟେଲ୍ କଳିଙ୍ଗ ଅଶୋକରେ ବିବାହ ଅନୁଷ୍ଠିତ ହୋଇଛି।

କରୋନା କଟକଣା ପାଇଁ ଖୁବ୍ କମ୍ ବନ୍ଧୁ ପରିଜନଙ୍କ ଗହଣରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବାଲିକୁଦା ଏରସମା ନିର୍ବାନମଣ୍ଡଳୀରେ ମନ୍ଦାକିନୀଙ୍କ ଘର ହୋଇଥିଲେ ମଧ୍ୟ ସେ ଭୁବନେଶ୍ଵରରେ ରାଜ୍ୟ ରାଜନୀତିରେ ବେଶ୍ ସକ୍ରିୟ ଅଛନ୍ତି। ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଶାନ୍ତିସେନା ନିଉଜ୍ ତରଫରୁ କାମନା କରାଯାଉଛି।

Leave A Reply

Your email address will not be published.

1 × three =