ଟୋକିଓ ଅଲିମ୍ପିକ୍ସରେ ସିନ୍ଧୁଙ୍କୁ ବ୍ରୋଞ୍ଜ ପଦକ

0 825

ଟୋକିଓ ; ଟୋକିଓ ଅଲିମ୍ପିକ୍ସରେ ପିଭି ସିନ୍ଧୁ ଚାଇନାର ହେ ବିଙ୍ଗ ଜିଆଓଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ପିଭି ସିନ୍ଧୁ ବନାମ ସେ ବିଙ୍ଗଜିଆଓ ବ୍ୟାଡମିଣ୍ଟନ ବ୍ରୋଞ୍ଜ ପଦକ ମ୍ୟାଚରେ ଟୋକିଓ ଅଲିମ୍ପିକ୍ସ 2020 ରେ ଭାରତର ସଟଲର ପିଭି ସିନ୍ଧୁ ଚୀନ୍‌ର ହେ ବିଙ୍ଗଜିଆଓଙ୍କୁ ୨୧-୧୩ ଓ ୨୧-୧୫ ରେ ପରାସ୍ତ କରିଛନ୍ତି। ସିନ୍ଧୁ ଙ୍କ ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି।

Leave A Reply

Your email address will not be published.

5 × two =