ଶନି ଓ ରବିବାର ସଟ୍‌ଡାଉନ

ଭୁବନେଶ୍ୱର : ଏଣିକି ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ସପ୍ତାହାନ୍ତ ସଟ୍‌ଡାଉନ । ସବୁ ସହରାଞ୍ଚଳରେ ପ୍ରତି ଶନି ଓ ରବିବାର ସଟ୍‌ଡାଉନ ଘୋଷଣା । ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏପ୍ରିଲ ୨୪ରୁ ସାରା ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ଘୋଷଣା ଲାଗୁ ହେବ ବୋଲି ଘୋଷଣା…
Read More...

ଅଜିତ ମଙ୍ଗରାଜଙ୍କ ଦେହାନ୍ତ : ବନ୍ଦ ହୋଇପାରେ ପିପିଲି ନିର୍ବାଚନ

ଭୁବନେଶ୍ୱର : ପିପିଲି ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରଜଙ୍କ ଦେହାନ୍ତ ହୋଇଛି। ଫଳରେ ପିପିଲି ନିର୍ବାଚନ ସ୍ଥଗିତ ହେବାର ଆଶଙ୍କା ଦେଖଦେଇଛି। ଆଜି ଅପରାହ୍ନ ରେ କରୋନା ଆକ୍ରାନ୍ତ ଶ୍ରୀ ମଙ୍ଗରାଜ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।
Read More...

ଭାରତୀୟଙ୍କୁ ବିବାହ କରିଥିଲେ ରୁଷିଆର ସର୍ବୋଚ୍ଚ ନେତା ଷ୍ଟାଲିନଙ୍କ ଝିଅ

ଭୁବନେଶ୍ୱର (ରଜତ ରଶ୍ମି ସ୍ୱାଇଁ) : ଜଣେ ଭାରତୀୟଙ୍କୁ ରୁଷିଆର ସର୍ବୋଚ୍ଚ ନେତା ଷ୍ଟାଲିନଙ୍କ ଝିଅ ବିବାହ କରିଥିଲେ । ଏକଥା ବୋଧହୁଏ ଅନେକ ଜାଣନ୍ତି ନାହିଁ । ଏକଥାକୁ ମଧ୍ୟ ବହୁତ ବର୍ଷ ଧରି ଗୁପ୍ତ ରଖାଯାଇଥିଲା । ମାତ୍ର ଷ୍ଟାଲିନଙ୍କ ଝିଅ ଶ୍ୱେତଲନାଙ୍କର ଆତ୍ମଜୀବନୀ ‘ଓନ୍‌ଲି…
Read More...

ଏୟାରପୋର୍ଟର ଚୌକି…

ଶବନମ ଆଦେନୀ ଖାଲି ଚୌକି ପାଖରେ ଜୀବନ ଯାତ୍ରାର ଅନେକ କାହାଣୀ କେତେ ଆସନ୍ତି, ଆରାମ କରନ୍ତି ପୁଣି ଚାଲି ଯାଆନ୍ତି.. ଅଲୋଡା କରି… କେଜାଣି କେତେ କଥା ଶୁଣିଚି, କେତେ ବ୍ଯଥାକୁ ଜାଣିଛି… କେବେ ଥକି ଯାଇଥିବା ମଣିଷକୁ ନିଦ ଦେଇଛି ତ! କେବେ ନୂଆ ସଂସାରର ସ୍ବପ୍ନ ଦେଖା ଆଖିର ନିଦ ହଜେଇଛି…
Read More...

ଜିଲ୍ଲା ଓକିଲ ସଂଘ ନିର୍ବାଚନ : ଗଗନ ଚନ୍ଦ୍ର ଦାଶ ସଭାପତି ଓ ନରେଶ ଦାସ ସଂପାଦକ

ଜଗତସିଂହପୁର : ଜିଲ୍ଲା ଓକିଲ ସଂଘ,ଜଗତସିଂହପୁରର ସାଧାରଣ ନିର୍ବାଚନରେ ଗଗନ ଚନ୍ଦ୍ର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁବ୍ରତ ଶତପଥିଙ୍କୁ ୧୯ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ସଂପାଦକ ଭାବେ ନରେଶ ଦାସ ତାଙ୍କର ପ୍ରତିଦ୍ବନ୍ଦ୍ବି…
Read More...

ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ‘ ଚାରୁ ଚିତ୍ରପଟ ‘ ଉନ୍ମୋଚିତ

ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ଜଗତସିଂହପୁର ସଦର ମହକୁମାରେ ଅବସ୍ଥିତ ସର୍ବ ପୁରାତନ ଓ ଜିଲ୍ଲାର ସର୍ବ ବୃହତ୍ତମ କଲେଜ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟରତ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ…
Read More...

ଜଳାଶୟକୁ ଜବର ଦଖଲ ପାଇଁ ମସୁଧା!

ଜଗତସିଂହପୁର :୨୩/୧୧-କୁଜଙ୍ଗ ତହସିଲ ଅନ୍ତର୍ଗତ ତାଳପଡ଼ା ପଂଚାୟତ ତାଳପଡ଼ା ମୌଜାର ଖାତା ନଂ-୮୨୮ ପ୍ଲଟ ନଂ-୧୬୬୭ ଏ୦.୧୮ଡ଼ିସିମିଲ କିସମ ଜଳାଶୟ-୨ ତାଳପଡ଼ା ପଂଚାୟତ ଉନ୍ନୟନ ପାଇଁ ସଂରକ୍ଷିତ ଅଛି।ଏହି ପ୍ଲଟଟି କଟକ ପାରାଦୀପ ରାସ୍ତାକୁ ଲାଗିଥିବାରୁ ଏହି ଜାଗାକୁ ଅକ୍ତିଆର କରିବା ପାଈଁ ବା…
Read More...

ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ଙ୍କ ପତ୍ନୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ଦେହାନ୍ତ ହୋଇଯାଇଛି। କରୋନା ଦ୍ୱାରା ଆକ୍ରାନ୍ତ ହୋଇ ସେ ଗତ ନଭେମ୍ବର ୧ ତାରିଖରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସ୍ୱର୍ଗତା ସୁଶୀଳା ଦେବୀଙ୍କ ମୃତ୍ୟୁରେ…
Read More...

ପୁସ୍ତକ ସମୀକ୍ଷ।: କବି ସାରଦା ପ୍ରସାଦ ଆଚାର୍ଯ୍ୟଙ୍କ ‘ମୋ ପୃଥିବୀ’

ମୋ ପୃଥିବୀ କବି: ସାରଦା ପ୍ରସାଦ ଆଚାର୍ଯ୍ୟ ପ୍ରକାଶକ: ତୀର ତରଙ୍ଗ, ଭୁବନେଶ୍ୱର ମୂଲ୍ୟ: ୧୨୦ଟଙ୍କା, ପୃଷ୍ଠା: ୧୩୧ କବି ସାରଦା ପ୍ରସାଦ ଆଚାର୍ଯ୍ୟଙ୍କ ସ୍ମୃତି ଓ ଶ୍ରୁତିର କଢ଼ ସବୁ ପ୍ରସ୍ଫୁଟିତ ହୋଇଉଠିଛି ‘ମୋ ପୃଥିବୀ’ କବିତା ସଙ୍କଳନରେ । ସାଧାରଣ ମଣିଷର ଦୈନନ୍ଦିନ ଜୀବନର ସଂର୍ଘଷର…
Read More...

ରାସ୍ତା ମରାମତି ପାଇଁ ‘ଏନଚଏଆଇ’କୁ ଭେଟିଲେ ପାରାଦୀପ ବିଧାୟକ

ପାରାଦୀପ (ଦିପ୍ତୀରଂଜନ ଦାସ ): ଆଜି ବିଜୁ ଜନତା ଦଳ ପାରାଦୀପ ପକ୍ଷରୁ ଜାତୀୟ ରାଜପଥ ଅଠରବାଙ୍କି ଠାରୁ ଦୋଛକି ପର୍ଯ୍ୟନ୍ତ NHAI 5A ରାସ୍ତା କୁ ମରାମତି ପାଇଁ ମାନ୍ୟବର ବିଧାୟକ ସମ୍ବିତ ରାଉତ ରାୟ ଓ ବିଜୁ ଜନତା ଦଳ ପାରାଦୀପ ସଭାପତି ବସନ୍ତ କୁମାର ବିଶ୍ବାଳ ଙ୍କ ନେତୃତ୍ୱରେ ଏକ…
Read More...