Browsing Category

ଜିଲ୍ଲା ଖବର

କରୋନାରେ ଯୋଦ୍ଧା ସାଜିଛନ୍ତି ୨ ବିଧାୟକ । ଦେଖା ନାହାନ୍ତି ସାଂସଦ, ଛପିଗଲେ ୨ ନୂଆ ବିଧାୟକ !

ତିର୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ): ସାରା ବିଶ୍ବରେ କରୋନା ର ପ୍ରକୋପ ଚାଲିଥିବା ବେଳେ ଭାରତ ସହିତ ଆମ ରାଜ୍ୟ ଓଡ଼ିଶା ମଧ୍ୟ ସେଥିରୁ ବାଦ୍ ପଡ଼ିନାହିଁ । ଦିନକୁ ଦିନ ଏହି ଭୂତାଣୁ ଜନିତ ରୋଗ ତାର କାୟା ବିସ୍ତାର କରି ଚାଲିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସରକାର ନିର୍ଦ୍ଦେଶ…
Read More...

ତିର୍ତ୍ତୋଲ ବ୍ଲକ ଦୁର୍ନୀତି ଘଟଣା : ଜିପିଓ ପଦରୁ ବିଦା ହୋଇଥିଲେ ଏବେ ଚାକିରିରୁ ଗଲେ

ତିର୍ତ୍ତୋଲ( ସାମନ୍ତରାୟ ମନୋରଞ୍ଜନ ଦାସ ): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭତ୍ତା ଦୁର୍ନୀତି ସହିତ ବିଭିନ୍ନ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତି…
Read More...

ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କୋରନା : ଏକାଥରେ ୪ ଆକ୍ରାନ୍ତ ଚିହ୍ନଟ

ଜଗତସିଂହପୁର : ଶେଷରେ ଜଗତସିଂହପୁର ଜିଲ୍ଲାକୁ ଛୁଇଁଲା କୋରନା । ନାଉଗାଁରୁ ଏକାଥରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରଟ ଫେରନ୍ତା ବୋଲି ଜଣାଯାଇଛି l ଏମାନେ କ୍ୱାରେଣ୍ଟାଇନରେ ଥିଲେ l ଏଥିସହ ଯାଜପୁର ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି l ରାଜ୍ଯରେ…
Read More...

ଟ୍ରକ୍ ମାଲିକ ଓ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ

ପାରାଦ୍ୱୀପ/ଅଠରବାଙ୍କୀ(ସ୍ମୃତି ରଞ୍ଜନ ଜେନା) : ସମଗ୍ର ଦେଶ କରୋନାର ଭୟଙ୍କର ସ୍ଥିତି ରେ ଚାଲିଥିବା ବେଳେ ଦେଶରେ ପଣ୍ୟ କାରବାର କରୁଥିବା ଡ୍ରାଇଭର ମାନଙ୍କୁ ସୁରକ୍ଷା ଦେବାପାଇଁ ଉଭୟେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ବିଡମ୍ବନାର କଥା…
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦୁଇ ଛାତ୍ରୀଙ୍କ ଦାନ

ପାରାଦ୍ୱୀପ / ଅଠରବାଙ୍କୀ(ସ୍ମୃତି ରଞ୍ଜନ ଜେନା) : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା’ର କାୟାବିସ୍ତାର କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟରେ ମଧ୍ୟ ଆଜି ସୁଦ୍ଧା ୧୨୮ତମ ରୋଗୀ ଚିହ୍ନଟ…
Read More...

“କରୋନା” ସଚେତନତା ବାର୍ତ୍ତା ବାଣ୍ଟିଲା ବିଜେପି କୃଷକମୋର୍ଚ୍ଚା

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ ): ଖୋର୍ଦ୍ଧାବ୍ଳକ୍ ବାଜପୁର ସାପ୍ତାହିକ ହାଟରେ ଆଜି ବିଜେପି କୃଷକମୋର୍ଚ୍ଚା ତରଫରୁ "କରୋନା" ମହାମାରୀର ମୁକାବିଲାପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ହାଟର ଚାଷିଭାଇ ଓ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା ।…
Read More...

ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଆଜି ଏକ ଗ୍ୟାସ ଭର୍ତ୍ତି ଟ୍ୟାଙ୍କର ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣି ଫାଣ୍ଡି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ଲେଉଟି ପଡିଥିଲା। ଯାହାଦ୍ୱାରା ଟ୍ୟାଙ୍କର ରେ ଥିବା ଡ୍ରାଇଭର ଓ ହେଲଫର ଦୁଇ…
Read More...

ଜଗତସିଂହପୁର ଓ ତିର୍ତ୍ତୋଲ ବିଧାୟକଙ୍କୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ପ୍ରଶଂସା

ଜଗତସିଂହପୁର/ତିର୍ତୋଲ : ଏହି କରୋନା ମହାମାରୀ ସମୟରେ ସାରା ରାଜ୍ୟରେ ଦେଖା ଦେଇଥିବା ରକ୍ତର ଅଭାବ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ସୁଚାରୁ ରୂପେ ତୁଲାଉଥିବାରୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଓ ତିର୍ତ୍ତୋଲ ବିଧାୟକ ତଥା ବରିଷ୍ଟ ନେତା ବିଷ୍ଣୁ ଦାସ…
Read More...

ପାରାଦୀପରେ ପାଣ୍ଡିଆନ

କୋଭିଡ ହସ୍ପିଟାଲ ପରିଦର୍ଶନ ପାରାଦ୍ୱୀପ/ଅଠରବାଙ୍କୀ(ସ୍ମୃତି ରଞ୍ଜନ ଜେନା) : ଆଜି ଦିନ ୧୨ଟାରେ ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲର ଭିତ୍ତିଭୂମି ପରିଦର୍ଶନ ପାଇଁ ପାରାଦ୍ୱୀପ ସ୍ଥିତ ବିଜୁ ଯାତ୍ରୀନିବାସରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର…
Read More...

ଗୁଜବ ପ୍ରଚାର କରି ବନ୍ଧା ହେଲେ ଦୀପୁ ମହାନ୍ତି

କୁଜଙ୍ଗ( ରଞ୍ଜିତ୍‌ ପଣ୍ଡା ) : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ତଥା କୁଜଙ୍ଗ ଥାନା ଅର୍ନ୍ତଗତ ବାଲିତୁଠ ଅଞ୍ଚଳର ଦିପୁ ମହାନ୍ତିକୁ ଗତକାଲି ଗତ କାଲି ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରାଙ୍କ ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଆସାମୀ ଦିପୁକୁ ଗିରଫ…
Read More...