Browsing Category

ଶିକ୍ଷା

ଏନଆଇଆରଏଫ ରାଙ୍କିଙ୍ଗରେ ନାହିଁ ରାଜ୍ୟର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ

ରାଜ୍ୟ ବିଶ୍ୱବିଦ୍ୟାଳୟ ମାନଙ୍କର ବିପର୍ଯ୍ୟସ୍ତ ସ୍ଥିତି ସାମ୍ନାକୁ ଆଣିଲା NIRF ରାଙ୍କିଙ୍ଗ ଭୁବନେଶ୍ୱର : ଆଜି ପ୍ରକାଶିତ ଏନ୍.ଆଇ.ଆର୍.ଏଫ୍ ରାଙ୍କିଙ୍ଗ ୨୦୨୦ ରେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶତକରେ ସ୍ଥାନ ପାଇନାହିଁ। ଓଡ଼ିଶାର…
Read More...

ମେଟ୍ରିକ ପରୀକ୍ଷା ପାଇଁ କରିତକର୍ମାଙ୍କ କାରସାଦି ! ଏରସମାର ଗୋଟିଏ ବିଦ୍ୟାଳୟରେ ଦୁଇଜଣ ପ୍ରଧାନଶିକ୍ଷକ

କୁଜଙ୍ଗ ( ରଂଜିତ କୁମାର ପଣ୍ଡା ): ଚଳିତବର୍ଷ ମେଟ୍ରିକ ପରିକ୍ଷାକୁ ସ୍ୱଛ କରିବା ପାଇଁ ସରକାର ବିଭିନ୍ନ ଦୃଢ ପଦକ୍ଷେପ ନେଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦିର୍ଘ ତେରବର୍ଷ ଧରି…
Read More...

ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟତ୍ରୀ ଗିରଫ

କୁଜଙ୍ଗ (ରଂଜିତ କୁମାର ପଣ୍ଡା ): କୁଜଙ୍ଗ ଥାନା ପୋଲିସ୍ ଅଲେଡି ଶିକ୍ଷୟତ୍ରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଏରସମା ବ୍ଲକ ତଥା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପ୍ରାଇମେରୀ ସ୍କୁଲର ଶିକ୍ଷୟତ୍ରୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବାରୁ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ…
Read More...

ପ୍ରଫେସର ଆଇ ରାମ ବ୍ରହ୍ମମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ

ଭୁବନେଶ୍ୱର : ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଇ ରାମ ବ୍ରହ୍ମମ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଛନ୍ତି l କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ତରଫରୁ ଆଜି ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି l
Read More...

ମାଉଣ୍ଟ ଲେଟେରା ଜି ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ

ଭୁବନେଶ୍ୱର : ମାଉଣ୍ଟ ଲେଟେରା ଜି ସ୍କୁଲ କଣ୍ଟାବାଡ଼ ଭୁବନେଶ୍ୱର ଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ସତୁରି ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଡ଼ଃ ସୂର୍ଯ୍ୟମଣି ବେହେରା ଯୋଗ ଦେଇ ଏହି…
Read More...

ପିଏମ୍ଆଇଆର୍ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ : ପ୍ଳାଟିନମ୍ ଜୁବୁଲି ପରେ ସଫା କଲେ ପଡ଼ିଆ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ନିଜ ବିଭାଗର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନ ରେ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ କ୍ରୀଡା ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ । ପ୍ରକାଶ ଥାଉ କି ଏହି ପରିସର ରେ ଗତ ୨୩ ତାରିଖ ଠାରୁ…
Read More...

ସ୍ଥିତିପ୍ରଜ୍ଞା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ : ସମ୍ବିଧାନ ଦେଶର ନାଗରିକଙ୍କୁ ସୁଦୃଢ କରିଥାଏ

ଭୁବନେଶ୍ୱର(ମାନସ ବସ୍ତିଆ) : ଆମ‌ ଦେଶର ସମ୍ବିଧାନ ଆମମାନଙ୍କୁ ଶାସନ କରିଥାଏ। ଜନ ପ୍ରତିନିଧି ଶାସନ ଭାର ନିଜ ହାତକୁ ନେଇ କାର୍ଯ୍ୟ ତୁଲାଇଥାନ୍ତି। ଫଳରେ ବିଶ୍ବର ବଡ଼ ଗଣତାନ୍ତ୍ରୀକ ରାଷ୍ଟ୍ର ସୁରୁଖୁରୁରେ ସମସ୍ତ ବର୍ଗର, ଜାତିର ଓ ଧର୍ମର ଲୋକଙ୍କୁ ନେଇ ସମାନ ବିଚାରକରି ପରିଚାଳନା…
Read More...

କୁଜଙ୍ଗର ଡ଼ାକ୍ତର ଛାତ୍ରୀ ପାଇଲେ ସ୍ୱର୍ଣ୍ଣ ପଦକ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ଅଂଚଳର ଝିଅ ଡ଼ାକ୍ତର ଶତାବ୍ଦୀ ପଟ୍ଟନାୟକ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଏମ୍ ଡ଼ି ଏସ ସ୍ନାତକୋତ୍ତର ବିଭାଗରେ ଟପର ହୋଇ ସ୍ୱର୍ଣ୍ଣ ପଦକ ବିଜୟୀ ହେବା ସହିତ କୁଜଙ୍ଗ ମାଟିର ଗୋ÷ରବ ବୃଦ୍ଧି କରିଛନ୍ତି । ଗତ କାଲି ସୋଆ ୟୁନିଭରସିଟର…
Read More...

ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଓଡ଼ିଆ ବିଭାଗ ଓ ଇଂରାଜୀ ବିଭାଗ ତରଫରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ନବାଗତ…
Read More...

ଜିଲ୍ଲାପାଳଙ୍କ ଆଦେଶକୁ ବେଖାତିର : ପ୍ରବଳ ବର୍ଷାରେ ଖୋଲା ରହିଲା ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ

ଭୁବନେଶ୍ୱର : ଜିଲ୍ଲାପାଳଙ୍କର ଆଦେଶ କୁ ଅବମାନନା !ମୁସଳଧାରା ବର୍ଷା କୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମହାଶୟ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଠାରୁ ଆରମ୍ଭ କରି ସରକାରୀ ବେସରକାରୀ ବିଦ୍ୟାଳୟ 24 and 25 October 2019 ରେ ବନ୍ଦ ରଖିବା ପାଇଁ ଏକ ନିର୍ଦେଶ ନାମା ଜାରି…
Read More...