Browsing Category
ଅପରାଧ
ବାଲିକୁଦାରେ ଗୁଳିକାଣ୍ଡ: ଜଣେ ଆହତ
ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା ): ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଁଳାବଳ ଗ୍ରାମରେ ଗୁଳିକାଣ୍ଡ।ଗୁଳିକାଣ୍ଡ ଘଟଣାରେ ବାଲିସାହି ଗ୍ରାମର ଦେବରାଜ ବିଶ୍ୱାଳ ଆହତ ହୋଇଛନ୍ତି l ଦୁଇ ଅପରାଧୀ ମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦକୁ ନେଇ ଗୁଳିକାଣ୍ଡହୋଇଥିବା ସୂଚନା ମିଳିଛି l…
Read More...
Read More...
ପାରାଦୀପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଦୋକାନ ଘରକୁ ଟାଣିନେଇ ଦୁଷ୍କର୍ମ କଲେ ୭୫ବର୍ଷିୟ ବୁର୍ଦ୍ଧ
ପାରାଦୀପ/ଅଠରବାଙ୍କୀ (ସ୍ମୃତିରଞ୍ଜନ ଜେନା ): ପାରାଦୀପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୭୫ବର୍ଷିୟ ବୃଦ୍ଧଙ୍କୁ ଗିରଫ କଲା ପୋଲିସ । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୋଳିଆସାହିରେ ଘଟିଛି ଏହି ଘଟଣା । ପୁରା ଘଟଣା କିଛି ଏହିପରି । ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ନୋଳିଆସାହିର…
Read More...
Read More...
ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ : କନେଷ୍ଟବଳଙ୍କ ସମ୍ପୃକ୍ତି ଅଭିଯୋଗ
ପୁରୀ : ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଛି l ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସରେ ଏହି ଜଘନ୍ୟକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଯୁବତୀ ଜଣକ ନିମାପଡ଼ା ବସ୍ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୁଲିସ…
Read More...
Read More...
ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ମାମଲା : 3 ଗିରଫ
ରାଇରଙ୍ଗପୁର : ରାଇରଙ୍ଗପୁର କଲେଜରେ କଣ୍ଟ୍ରାକଚୁଆଲ ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଧ୍ୟାପିକା ଆତ୍ମହତ୍ୟା ମାମଲାରେ ପୁଲିସ 3 ଜଣକୁ ଗିରଫ କରିଛି l ମୁଖ୍ୟ ଅଭିଯୁକ୍ତ ତଥା ଦୁଷ୍କର୍ମକାରୀ ସୌମ୍ୟ ରଞ୍ଜନ ସାହୁଙ୍କ ସମେତ ତାଙ୍କର ଦୁଇ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି l ଶନିବାର ରାତିରେ…
Read More...
Read More...
ଜଗତସିଂହପୁରରେ ସେକ୍ସ ରାକେଟ ଠାବ
ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ସିପିଛକ ସ୍ଥିତ ବୃନ୍ଦାବନ ଗେଷ୍ଟ ହାଉସରୁ ସ୍ଥାନୀୟ ଅଞ୍ଚଳର ୬ ଜଣ ଯୁବକ ଓ ୬ ଜଣ କଲେଜ ପଢୁଆ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଛି l ଏହା ସହିତ ସେହି ଗେଷ୍ଟ ହାଉସର ଜଣେ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇଛି l
ବିବରଣୀରୁ ପ୍ରକାଶ ଯେ…
Read More...
Read More...
ଶୁଭଲକ୍ଷ୍ମୀ ମୃତ୍ୟୁ : ତଦନ୍ତ ପାଇଁ ପହଂଚିଲା ଜି.ଆର.ପି ପୋଲିସ
ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): କଟକ ପାରାଦୀପ ରେଳ ରାସ୍ତାର ବନ୍ଧବାଟି ଠାରେ ଚଳିତ ମାସ ୧୦ ତାରିଖରେ ଚୂନବେଲାରୀ ଗ୍ରାମର ରମେଶ ଓଝାଙ୍କ ଝିଅ ଶୁଭଲକ୍ଷ୍ମୀ ଓଝା(୧୯) ଙ୍କ ମୃତଦେହ ପଡ଼ି ରହିଥିବା ଦେଖାଯାଇଥିଲା । ଘଟଣାକୁ ନେଇ ନାନା କଥା ଶୁଣିବାକୁ ମିଳିଥିବା ବେଳେ ପରିବାର ପକ୍ଷରୁ…
Read More...
Read More...
ଘରୋଇ ଅର୍ଥ ଲଗାଣ ସଂସ୍ଥା କର୍ମଚାରୀଙ୍କ ଠାରୁ ଲୁଟ: ୫ ଦିନ ପରେ ୩ ଗିରଫ, ୨ ଫେରାର
କୁଜଙ୍ଗ(ରଂଜିତ କୁମାର ପଣ୍ଡା ): କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ପଂଚାୟତ ଅଂଚଳରୁ ଜନୈକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଠାରୁ ଦିନ ଦ୍ୱିପ୍ରହରେ ଅର୍ଥଲୁଟ ଅଭିଯୋଗ ହେବା ୫ ଦିନ ଅତିବାହିତ ହୋଇ ଯାଇଛି । ହେଲେ ପୁଲିସ ଏପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ…
Read More...
Read More...
ପରକୀୟା ପ୍ରୀତି ନା ପାରିବାରିକ କଳହ : ଅକାରଣରେ ଗଲା ଦୁଇଟି ଜୀବନ
ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇଟି ମୃତ ଦେହ ଦେଖିବାକୁ ମିଳିଥିଲା । ତରଜଙ୍ଗା ପଂଚାୟତର ବାଲିପାଟଣା ଗ୍ରାମର ଅକ୍ଷୟ ସାମଲଙ୍କ ସ୍ତ୍ରୀ କବିତା ସାମଲ(୩୮) ଗୁରୁବାର ମଧ୍ୟାହ୍ନରେ ପାରିବାରିକ କଳହ, ସାଇପଡ଼ିଶାଙ୍କ…
Read More...
Read More...
ଶିଳ୍ପପତି ମହିମା ମିଶ୍ରଙ୍କୁ ହାଇକୋର୍ଟରୁ ଜାମିନ୍
ପାରାଦ୍ଵୀପ(ଦିପ୍ତୀରଂଜନ ଦାସ): ବହୁଚର୍ଚ୍ଚିତ ପାରାଦୀପର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କୁ ଗୁରୁବାର ହାଇକୋର୍ଟରୁ ଜାମିନ୍ ମିଳିଛି। ମହିମା ମିଶ୍ରଙ୍କୁ ୨୦୧୬ ଅକ୍ଟୋବର ୨୬ରେ ବ୍ୟାଙ୍କକ୍ରୁ ଗିରଫ…
Read More...
Read More...
ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ
କୁଜଙ୍ଗ (ରଞ୍ଜିତ କୁମାର ପଣ୍ଡା) : କୁଜଙ୍ଗ ବ୍ଲକ୍ ଲକ୍ ଥାନା ଅଧୀନରେ ଥିବା ନୀମିଦ୍ଦି ଗ୍ରାମରେ ଥିବା ସିଦ୍ଧେଶୋର୍ ମନ୍ଦିର ନିକଟରେ ଥିବା ଓସ୍ତ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି।ତେବେ ମୃତ କର ପରିଚୟ ମିଳିପାରିନାହିଁ।ଆଜି ସକାଳୁ ସେହି ଗ୍ରାମର କିଛି ଲୋକ ପୂଜା କରିବା…
Read More...
Read More...