Browsing Category

ଅପରାଧ

ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ

କୁଜଙ୍ଗ (ରଞ୍ଜିତ କୁମାର ପଣ୍ଡା) : କୁଜଙ୍ଗ ବ୍ଲକ୍ ଲକ୍ ଥାନା ଅଧୀନରେ ଥିବା ନୀମିଦ୍ଦି ଗ୍ରାମରେ ଥିବା ସିଦ୍ଧେଶୋର୍ ମନ୍ଦିର ନିକଟରେ ଥିବା ଓସ୍ତ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି।ତେବେ ମୃତ କର ପରିଚୟ ମିଳିପାରିନାହିଁ।ଆଜି ସକାଳୁ ସେହି ଗ୍ରାମର କିଛି ଲୋକ ପୂଜା କରିବା…
Read More...

ରେଳଧାରଣାରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୁଜଙ୍ଗ/ତିର୍ତ୍ତୋଲ : କଟକ-ପାରାଦ୍ୱୀପ ରେଳପଥର ବନ୍ଧବାଟୀ ପାଖରୁ ଜଣେ ଯୁବତୀର ମୃତ ଦେହ ରେଳବାଇ ପୁଲିସ ଉଦ୍ଧାର କରିଛି । ମୃତ ଯୁବତୀ ହେଉଛନ୍ତି କୁଜଙ୍ଗ ବ୍ଲକ୍ ବଗଦିଆ ଅଂଚଳ ଚୁନବେଲାରୀ ଗ୍ରାମର ରମେଶ ଓଝାଙ୍କ ଝିଅ ଶୁଭଲକ୍ଷ୍ମୀ ଓଝା । କେହି ଦୁବୃତ୍ତ ହତ୍ୟା କରି ତାକୁ ରେଳଧାରଣାରେ…
Read More...

ଯୁବତୀଙ୍କୁ ଅପହରଣର ୫ ଦିନ ପରେ ପୋଲ ଉପରେ ଫିଙ୍ଗି ଦେଇଗଲେ ଅପହର୍ତା

କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତର ଜନୈକା ଯୁବତୀଙ୍କୁ ପଡେ଼ାଶୀ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଯୁବକ ଗତ ୫ ଦିନ ତଳେ ଅପହରଣ କରିନେଇ ୫ ଦିନପରେ ପୁଣି ଆଣି ଜିଲ୍ଲାନାସୀ ମହାନଦୀ ପୋଲ ଉପରେ ଛାଡ଼ି ଦେଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।…
Read More...

ଗଣଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗିଦେଲେ !

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଅର୍ଧନଗ୍ନ ଅବସ୍ଥାରେ ଯୁବତୀ ଉଦ୍ଧାର । ଗଣଦୁଷ୍କର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଦୁର୍ବୁର୍ତ୍ତମାନେ ଫିଙ୍ଗି ଦେଇଥିବା କୁହାଯାଉଛି l ଭୁବନେଶ୍ୱରରୁ ଖୋର୍ଦ୍ଧା ଏକ କାରରେ ଲିଫ୍ଟ ମାଗି ଆସୁଥିବା ବେଳେ ତାଙ୍କୁ ଖୋର୍ଦ୍ଧା 16ନଂ ଜାତୀୟ ରାଜପଥର…
Read More...

ବନ୍ଧୁକ ମୁନରେ ଲୁଟ : ଲୁଟିଲେ ସିଗାରେଟ୍ ଭର୍ତି କଣ୍ଟେନର

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ): ଟାଙ୍ଗୀ…୧୬ ନଂ ଜାତୀୟ ରାଜପଥରେ ପୁଣି ମାତିଲେ ଲୁଟେରା…ବନ୍ଧୁକ ମୁନ ରେ ଲୁଟ୍ …ଲୁଟିଲେ ସିଗାରେଟ୍ ଭର୍ତି କଣ୍ଟେନର …ଆଇଟିସି କଂପାନୀର ଦାମୀ ସିଗାରେଟ୍ ଭର୍ତି କଣ୍ଟେନର କୁ ଲୁଟିଛନ୍ତି ଲୁଟେରା…ଗାଡି ଟି ହାଇଦ୍ରାବାଦ ରୁ କୋଲକତା ଯାଉଥିଲା…ଲୁଟେରା ମାନେ…
Read More...

ରଶ୍ମିରଂଜନ ହତ୍ୟାକାଣ୍ଡ : ସନ୍ଦେହ ଘେରରେ ପୁଲିସ ଭୂମିକା

ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ) : ଚାହୁଁ ଚାହୁଁ ୧୦ ଦିନ ବିତିଗଲା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର କଟରା ପଞ୍ଚାୟତ ଅନ୍ତର୍ଗତ ଜଜାଙ୍ଗ ଗ୍ରାମର ରଶ୍ମି ରଞ୍ଜନ ସ୍ୱାଇଁଙ୍କ ହତ୍ୟାକାଣ୍ଡର । ବୃଦ୍ଧ ବାପା ବନମାଳି ସ୍ଵାଇଁଙ୍କ ପାଟିରେ ନା ଅଛି ଭାଷା, ନା ଆଖିରେ…
Read More...

ମହାନଦୀରୁ ଯୁବକର ଶବ ଉଦ୍ଧାର: ହତ୍ୟା ସନ୍ଦେହ!

କୁଜଙ୍ଗ(ରଞ୍ଜିତ କୁମାର ପଣ୍ଡା): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନରେ ଥିବା ଜିଲାନାସି ପଞ୍ଚାୟତ ଜୟସଂଖପୁର ମହାନଦୀ କୂଳରେ ଏକ ଶବ ଭାସୁଥିବା ଖବର ପାଇ ସ୍ଥାନୀୟ ପୋଲିସ ପୂର୍ବାହ୍ନ ୧୦ଘଟିକାରେ ନଦୀରୁ ମୃତ ଦେହ ଉଦ୍ଧାର କରିଥିବା ଖବର ମିଳିଛି।ଏହି ମୃତ ଯୁବକ ଜଣକ ହେଲେ ପାରାଦ୍ଵୀପ…
Read More...

ଯୁବକଙ୍କୁ ପିଟିପିଟି ମାରିଦେଲେ, ପୂର୍ବତନ କର୍ପୋରେଟର ଅଟକ

ଭୁବନେଶ୍ୱର: ଆଲୋକର ପର୍ବ ଦିପାବଳୀକୁ ନେଇ ସାରାରାଜ୍ୟ ଉତ୍ସବମୁଖର ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ହତ୍ୟାକାଣ୍ଡ ଘଟିଛି । ବାଣ ଫୁଟାଇବାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ସୁନ୍ଦରପଦା ବିଡିଏ ଅଂଚଳର ଅମରେଶ ନାୟକ ।…
Read More...

ନାବାଳିକାକୁ ବଳତ୍କାର ! ଘଟଣାକୁ ଚାପିଦେବାକୁ ଉଦ୍ୟମ

ତିର୍ତ୍ତୋଲ: ତିର୍ତ୍ତୋଲ ଥାନା ଅନ୍ତର୍ଗତ ବୋଧେଇ ପଞ୍ଚାୟତ ରେ ଗତକାଲି ଗୁରୁବାର ରାତିରେ ଜଣେ ନାବାଳିକା କୁ ବଳାତ୍କାର କରାଯିବା ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଖୁବ ଆଲୋଚନା ହେଉଛି । ତିର୍ତ୍ତଲ ତହସିଲ ଅଫିସରେ ଜଣେ କର୍ମଚାରୀ ଦିଆନପୁର ଗ୍ରାମର ଜଣେ ନାବାଳିକା କୁ ଗୁରୁବାର ସନ୍ଧ୍ୟାରେ…
Read More...

ମହିଳା ଆଇନଜୀବୀ ଦୀପାଳିଙ୍କର ସନ୍ଦେହଜନକ ମୃତ୍ୟୁ : ‘ପୁରୁଷବନ୍ଧୁ ବିକ୍ରମ ମାରିଛି’

ଭୁବନେଶ୍ୱର: ମହିଳା ଆଇନଜୀବୀ ଦୀପାଳିଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ବିକ୍ରମ ସନ୍ଦେହ ଘେରରେ ଅଛନ୍ତି l ତେବେ ପୁରୁଷ ବନ୍ଧୁ ବିକ୍ରମ ହିଁ ଦୀପାଳିଙ୍କୁ ମାରିଛି ବୋଲି ତାଙ୍କର ଦୁଇ ଭଉଣୀ କହିଛନ୍ତି । କସ୍‌ମେଟିକ୍‌ ବ୍ୟବସାୟୀ ବିକ୍ରମ ମିଶ୍ରଙ୍କ ସହ ତାଙ୍କର ବାହାଘର…
Read More...