Browsing Category

ରାଜନୀତି

ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡି ସମ୍ପାଦିକା ମନ୍ଦାକିନୀ କର

ଭୁବନେଶ୍ବର : ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡି ସମ୍ପାଦିକା ମନ୍ଦାକିନୀ କର। ସ୍ନେହଶିଷ ଆଚାର୍ଯ୍ୟଙ୍କୁ ସେ ବିବାହ କରିଛନ୍ତି। ଭୁବନେଶ୍ୱର କଳ୍ପନା ଛକସ୍ଥିତ ହୋଟେଲ୍ କଳିଙ୍ଗ ଅଶୋକରେ ବିବାହ ଅନୁଷ୍ଠିତ ହୋଇଛି। କରୋନା କଟକଣା ପାଇଁ ଖୁବ୍ କମ୍ ବନ୍ଧୁ ପରିଜନଙ୍କ ଗହଣରେ ସେ ବିବାହ…
Read More...

ଅଜିତ ମଙ୍ଗରାଜଙ୍କ ଦେହାନ୍ତ : ବନ୍ଦ ହୋଇପାରେ ପିପିଲି ନିର୍ବାଚନ

ଭୁବନେଶ୍ୱର : ପିପିଲି ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରଜଙ୍କ ଦେହାନ୍ତ ହୋଇଛି। ଫଳରେ ପିପିଲି ନିର୍ବାଚନ ସ୍ଥଗିତ ହେବାର ଆଶଙ୍କା ଦେଖଦେଇଛି। ଆଜି ଅପରାହ୍ନ ରେ କରୋନା ଆକ୍ରାନ୍ତ ଶ୍ରୀ ମଙ୍ଗରାଜ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।
Read More...

ତିର୍ତ୍ତୋଲ ଉପନିର୍ବାଚନ: ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ସୁର-ମନ୍ଦାକିନୀ !

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ) :ବାଜିଲା ଉପନିର୍ବାଚନୀ ବିଗୁଲ । ନିର୍ବାଚନ କମିଶନ ଆସନ୍ତା ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ୩ ଦଳ ଚଳଚଂଚଳ । ଅକ୍ଟୋବର୯ ତାରିଖ ଏନେଇ ଗେଜେଟ୍ ନୋଟ୍ଫିକେସନ ଜାରି କରିବେ ନିର୍ବାଚନ…
Read More...

ବାଜିଲା ଉପନିର୍ବାଚନ ବିଗୁଲ : ଚଳଚଞ୍ଚଳ ତିର୍ତ୍ତୋଲ, ବାଲେଶ୍ବର

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ ) : ବାଜିଲା ଉପନିର୍ବାଚନୀ ବିଗୁଲ । ନିର୍ବାଚନ କମିଶନ ଆସନ୍ତା ନଭେମ୍ବର ୩ ତାରିଖରେ ଓଡ଼ିଶାର ବାଲେଶ୍ୱର ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଅକ୍ଟୋବର ୯ ତାରିଖ ଏନେଇ…
Read More...

ତିର୍ତ୍ତୋଲ ଉପନିର୍ବାଚନ : ବିଜୟ ଶଙ୍କରଙ୍କୁ ସମର୍ଥନ ଦେବେକି ସାଂସଦ ରାଜଶ୍ରୀ !

(ନୂଆ ଆଶାୟୀଙ୍କ ପ୍ରତି କଣ୍ଟା ହେଇପାରନ୍ତି ରାଜଶ୍ରୀ) ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ) : ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ତିର୍ତ୍ତୋଲ ର ପାଣିପାଗ ସରଗରମ ହେଉଛି । ସବୁ ଦଳ ଏହି ନିର୍ବାଚନ ମଣ୍ଡଳୀ କୁ ସମ୍ମାନ ପାଇଁ ଆଖି ପକାଇଥିବା ବେଳେ । ବିଜେଡ଼ି ର ବିଜୟ…
Read More...

ତିର୍ତ୍ତୋଲ ଉପନିର୍ବାଚନ ପାଇଁ କସରତ୍ ଆରମ୍ଭ

( ସ୍ନେହଞ୍ଜଳି ଓ ମନ୍ଦାକିନୀ ଉପରେ ଗୁରୁ ଦାୟିତ୍ଵ ଦେଇପାରନ୍ତି ସୁପ୍ରିମୋ) ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ) : ତିର୍ତ୍ତୋଲ ଆସନକୁ ନେଇ ଚାଲିଛି ତିନି ଦଳ ଭିତରେ ଅଙ୍କକଷା। ସମ୍ମାନ ଓ ପତିଆରା ଲଢ଼େଇ ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ…
Read More...

ଖୁବଶୀଘ୍ର ହେବାକୁ ଯାଉଛି ବିଜେଡ଼ି ଛାମୁଆ ସଙ୍ଗଠନର ନବକଳେବର

ମଙ୍ଗ ଧରିପାରନ୍ତି ଉପକୂଳ ଓଡ଼ିଶାରୁ ନେତା ନେତ୍ରୀ ଭୁବନେଶ୍ୱର: କ୍ରମାଗତ ପଞ୍ଚମଥର ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିରେ ଏବେ ଦକ୍ଷ ଓ ସ୍ୱଚ୍ଛ ନେତାଙ୍କୁ ଦେଖି ଗାଦିରେ ବସାଇବା ସୂଚନା ମିଳିଛି । ବିଜୁ ଜନତା ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,…
Read More...

ଖୁବଶୀଘ୍ର ହେବାକୁ ଯାଉଛି ମନ୍ତ୍ରିମଣ୍ଡଳ ନବକଳେବର

ଭୁବନେଶ୍ୱର : ପଞ୍ଚମ ଥର କ୍ଷମତାସୀନ ହୋଇଥିବା ବିଜେଡି ସରକାରରେ ବ୍ୟାପକ ଆକାରରେ ପରିବର୍ତ୍ତନ ହେବାକୁ ଯାଉଛି । ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ସହ ସାଙ୍ଗଠନିକ ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ ହେବ । ଦଳୀୟ ଶୀର୍ଷ ନେତୃତ୍ୱ ଏବଂ ତୃତୀୟ ମହଲା ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଚଳିତ…
Read More...

ନବୀନଙ୍କ ପାୱାରମ୍ୟାନ ଅମରଙ୍କୁ ମୋଦିଙ୍କ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ରାଜ୍ୟ ବିଜେଡ଼ି ରାଜନୀତି ରେ ବହୁତ୍ କମ ଦିନରେ ଆସି ମୋଦି ସରକାର ଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ୨୦୧୯ ନିର୍ବାଚନ ରେ ଚେକ୍ ଦେଇଥିବା ବିଜେଡ଼ି ରାଜ୍ୟ ଆଇଟି ସେଲ୍ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡ଼. ଅମର ପଟ୍ଟନାୟକ ଙ୍କୁ ଏବେ ପ୍ରଧାମନ୍ତ୍ରୀଙ୍କ ଢେର୍ ପ୍ରସଂସା…
Read More...

ସରପଞ୍ଚ -ୱାର୍ଡ ମେମ୍ବର ପ୍ରେମକୁ ନେଇ ଚର୍ଚ୍ଚା

କୁଜଙ୍ଗ: ମହିଳା ସରପଂଚ ଓ ପୁରୁଷ ୱାଡମେମ୍ବରଙ୍କ ପ୍ରେମକୁ ନେଇ ଏବେ କୁଜଙ୍ଗ ଅଂଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ଗତ ନୂଆବର୍ଷ ଉତ୍ସବ ଅବସରରେ ସେମାନେ ଉଠାଇଥିବା ସେଲ୍ଫି ଏବେ ଭାଇରାଲ୍ ହେବାରେ ଲାଗିଛି । ମହିଳା ସରପଂଚଙ୍କ କାନ୍ଧରେ ହାତ ଦେଇ ପୁରୁଷ ୱାର୍ଡ ମେମ୍ବର ଉଠାଇଥିବା ଫଟୋକୁ…
Read More...