Browsing Category
ଖେଳ
ଆଶୀର୍ବାଦଙ୍କ ପୁଅ ସଂଜୟ ଓସିଏ ପଂପାଦକ
କଟକ: ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜୟ ବେହେରା ଚଳିତ ଥର ଓସିଏ ପଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ୭୩ ଜଣ ଭୋଟରଙ୍କ ମଧ୍ୟରୁ ତାଙ୍କ ସପକ୍ଷରେ ୪୫ ଜଣ ଭୋଟ ଦେଇଥିବା ଜାଣିବାକୁ ମିଳିଛି। ଯେତେବେଳେକି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକଙ୍କୁ ମାତ୍ର ୨୫ଟି…
Read More...
Read More...
ଦ୍ଵିତୀୟ ଟି -20 ଜିତିଲା ଟିମ ଇଣ୍ଡିଆ
ମୋହାଲି: ଦ୍ବିତୀୟ ଟି-୨୦ରେ ବିରାଟ ବାହିନୀର ସହଜ ବିଜୟ। ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ (ଅପରାଜିତ ୭୨ ରନ୍, ୫୨ ବଲ, ୪ ଚୌକା, ୩ ଛକା) ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାକୁ ବୁଧବାର ଭାରତ ଜିତିଛି। ଭାରତ ୧୯ ଓଭରରେ…
Read More...
Read More...
ଆସେସ୍ ଶୃଙ୍ଖଳା, ୱାଦେଙ୍କ ଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ପରାସ୍ତ
ଲଣ୍ଡନ: ପଞ୍ଚମ ତଥା ଶେଷ ଟେଷ୍ଟ୍ରେ ଅଷ୍ଟ୍ରେଲିଆକୁ ଘରୋଇ ଇଂଲଣ୍ଡ ୧୩୫ ରନ୍ରେ ହରାଇ ଦେଇଛି। ଅଷ୍ଟ୍ରେଲିଆ ସମ୍ମୁଖରେ ଇଂଲଣ୍ଡ ୩୯୯ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ମାଥ୍ୟୁ ୱାଦେଙ୍କ ଲଢ଼ୁଆ ଶତକ (୧୧୭, ୧୬୬ ବଲ) ସତ୍ତ୍ବେ ଭ୍ରମଣକାରୀ ଦଳ ୨୬୩ ରନ୍ରେ ସମସ୍ତ ୱିକେଟ୍ ହରାଇ…
Read More...
Read More...
ସୌରଭ ଜିତିଲେ ଭିଏତନାମ ଓପନ୍ ଟ୍ରଫି
ହୋ ଚି ମିନ୍ ସିଟି: ଗତ ମାସରେ ହାଇଦ୍ରାବାଦ ଓପନ୍ ଜିତିଥିବା ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ସୌରଭ ବର୍ମା ପୁଣି ଏକ ଟ୍ରଫି କରାୟତ କରିଛନ୍ତି। ଏଠାରେ ଚାଲିଥିବା ଭିଏତନାମ ଓପନ୍ ବିଡବ୍ଲୁଏଫ୍ ଟୁର୍ ୧୦୦ ପ୍ରତିଯୋଗିତାର ରବିବାର ପୁରୁଷ ଏକକ ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ…
Read More...
Read More...
ଭାରତ – ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ, ୧୮ରେ ମୋହାଲିରେ ମୁକାବିଲା
ଧର୍ମଶାଳା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ବର୍ଷା ଯୋଗୁଁ ବାତିଲ କରିଦିଆଯାଇଛି। ମ୍ୟାଚ୍ ଆରମ୍ଭ ହେବାର ନିର୍ଦ୍ଧାରିତ ସମୟ ରାତି ୭ଟାରେ ଥିଲା। ଏଥି ପାଇଁ ସାଢ଼େ ୬ଟାରେ ଟସ୍ ହେବାର ଥିଲା। ବର୍ଷା ଯୋଗୁଁ ଟସ୍ ମଧ୍ୟ ପଡ଼ିପାରି…
Read More...
Read More...
ଘରୋଇ ଅନ୍ତର୍ଜାତୀୟ ଶୃଙ୍ଖଳାର ଶୁଭାରମ୍ଭ: ଭିଭିଏସ୍ ଲକ୍ଷ୍ମଣ
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ବେଣ୍ଟି-୨୦ ସହିତ ଭାରତର ଘରୋଇ ଅନ୍ତର୍ଜାତୀୟ କ୍ରିକେଟ୍ ଋତୁ ଆରମ୍ଭ ହୋଇଯିବ। ଭାରତ ନିଶ୍ଚିତ ଭାବେ ଏହି ଶୃଙ୍ଖଳାକୁ ଆତ୍ମବିଶ୍ବାସ ଏବଂ ଆଶାବାଦୀ ଭାବେ ଖେଳିବ। ଦଳର ଶେଷ ଅଭିଯାନ ସଫଳ ରହିଥିଲା। ଘରଠୁ ବାହାରେ ଖେଳିଥିଲେ ମଧ୍ୟ ଭାରତ ଆମେରିକା ଏବଂ…
Read More...
Read More...
ଜାତୀୟ ମହିଳା ଫୁଟ୍ବଲ: ଓଡ଼ିଶାର ଦ୍ବିତୀୟ ବିଜୟ
କଟକ: ଅରୁଣାଚଳ ପ୍ରଦେଶର ପସିଘାଟ ଷ୍ଟାଡିୟମରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ମ୍ୟାଚ୍ରେ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ୪-୦ ଗୋଲରେ ଚଣ୍ତୀଗଡ଼କୁ ହରାଇଛି। ବିଜୟୀ ଦଳ ପାଇଁ ଶୁଭଦ୍ରା ସାହୁ (୧୪ ଓ ୭୪ ମିନିଟ୍)…
Read More...
Read More...