Browsing Category

ଖେଳ

ଘରୋଇ ଅନ୍ତର୍ଜାତୀୟ ଶୃଙ୍ଖଳାର ଶୁଭାରମ୍ଭ: ଭିଭିଏସ୍ ଲକ୍ଷ୍ମଣ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ‌ ଟ୍ବେଣ୍ଟି-୨୦ ସହିତ ଭାରତର ଘରୋଇ ଅନ୍ତର୍ଜାତୀୟ କ୍ରିକେଟ୍ ଋତୁ ଆରମ୍ଭ ହୋଇଯିବ। ଭାରତ ନିଶ୍ଚିତ ଭାବେ ଏହି ଶୃଙ୍ଖଳାକୁ ଆତ୍ମବିଶ୍ବାସ ଏବଂ ଆଶାବାଦୀ ଭାବେ ଖେଳିବ। ଦଳର ଶେଷ ଅଭିଯାନ ସଫଳ ରହିଥିଲା। ଘରଠୁ ବାହାରେ ଖେଳିଥିଲେ ମଧ୍ୟ ଭାରତ ଆମେରିକା ଏବଂ…
Read More...

ଜାତୀୟ ମହିଳା ଫୁଟ୍‌ବଲ: ଓଡ଼ିଶାର ଦ୍ବିତୀୟ ବିଜୟ

କଟକ: ଅରୁଣାଚଳ ପ୍ରଦେଶର ପସିଘାଟ ଷ୍ଟାଡିୟମରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚରେ ଓଡ଼ିଶା ୪-୦ ଗୋଲରେ ଚଣ୍ତୀଗଡ଼କୁ ହରାଇଛି। ବିଜୟୀ ଦଳ ପାଇଁ ଶୁଭଦ୍ରା ସାହୁ (୧୪ ଓ ୭୪ ମିନିଟ୍‌)…
Read More...