Browsing Category

ରାଜ୍ୟ

ଶ୍ରୀକୃଷ୍ଣ ଏକାଡେମୀର ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ

ଜଗତସିଂହପୁର: ଓଡିଶାର ସୁନାମଧନ୍ଯ ଉଚ୍ଚବିଦ୍ଯାଳୟ ଶ୍ରୀକୃଷ୍ଣ ଏକାଡେମୀର ତାର ପ୍ଲାଟିନମ ଜୁବୁଲି ପାଳନ କରିବାକୁ ଯାଉଛି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ପ୍ଲାଟିନିୟମ ଜୁବୁଲି ଉତ୍ସବ ପାଳନ କମିଟିର ସଭାପତି ତଥା ପୁରାତନ ଛାତ୍ର ସଂସଦର ସଭାପତି ଡ. ଅଭୟ କୁମାର…
Read More...

ବଦଳିବ ଆଠଗଡ଼ର ସମୀକରଣ: ନୂଆ ମୁହଁଙ୍କୁ ମିଳିବ ସୁଯୋଗ!

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଖେଇ ଆସୁଛି । ଫଳରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ୫-ଟି ସଚିବ ଖୋଦ୍‌ ରାଜ୍ୟ ସାରା ରାଜ୍ୟ ଗସ୍ତ କରି ନିର୍ବାଚନ ମଣ୍ଡଳୀର ସ୍ଥିତି ପରଖୁଛନ୍ତି । ୨୦୨୪ରେ କିଛି ପୁରୁଣା ଚେହେରାଙ୍କୁ ବାଦ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଯୁବକମାନଙ୍କୁ…
Read More...

କବୟିତ୍ରୀ ଚପଳା ତ୍ରିପାଠୀଙ୍କ ପୁସ୍ତକ ‘ଅନୁଭବୀ ଠାକୁର’ ଉନ୍ମୋଚିତ

ଭୁବନେଶ୍ୱର: କବୟିତ୍ରୀ ଚପଳା ତ୍ରିପାଠୀଙ୍କ ରଚିତ ଓ ଶାନ୍ତିସେନା ପବ୍ଲିକେସନ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଅନୁଭବୀ ଠାକୁର’ ସ୍ଥାନୀୟ ବୁଦ୍ଧମନ୍ଦିର ଅଡିଟୋରିଅମରେ ଉନ୍ମୋଚିତ ହୋଇଯାଇଛି । ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ବିଭୁତି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି…
Read More...

ବାଲିଯାତ୍ରା : ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ଆନ୍ତର୍ଜାତିକ ସ୍ତରରେ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟର ଯାତ୍ରାକୁ ସମ୍ମାନ ଜଣାଇ ଓଡ଼ିଆ ଜାତିକୁ ପ୍ରଶଂସିତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଅତୀତରେ ଆମର ସାଧବ ପୁଅମାନେ ଗଭୀର…
Read More...

ମାଟି କଳସ ତିଆରି କଲେ ସାଂସଦ ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ଜନ ସମ୍ପର୍କ ସମୟରେ କୁମ୍ଭାର ପରିବାର ସହ ମାଟି କଳସ ତିଆରି କଲେ l ଏହି ଅବସରରେ ଆବାହମାନ କାଳରୁ ଚାଲି ଆସିଥିବା…
Read More...

ମନ ତୋହର ନିଜ ଗୁରୁ

ସୁଷମା ପରିଜା ପ୍ରତ୍ୟେକ କାମ କରିବା ପାଇଁ ଯୁକ୍ତିଯୁକ୍ତ କାମଟିଏ ଖୋଜନ୍ତୁ ନାହିଁ । ଏମିତି କାମଟିଏ କରନ୍ତୁ ଯେଉଁଥିରେ ଆପଣଙ୍କୁ ମାନସିକ ଖୁସି ମିଳୁଥିବ କିମ୍ବା ସେଇ କାମ ପ୍ରତି ଆପଣଙ୍କର ଆଗ୍ରହ ଥିବ ନତୁବା ସେହି କାମଟି ଆପଣଙ୍କୁ କୌତୁକିଆ ଲାଗୁଥିବ ଅଥବା ସେହି କାମଟି କରି ଆପଣଙ୍କୁ…
Read More...

ଆଈଙ୍କ ପାନଡ଼ାଲା

ରଜତ ରଶ୍ମି ସ୍ୱାଇଁ ଆଈଙ୍କ କଥା ମନକୁ ଆସିଲେ ଆଖି ଆଗରେ ଭାସି ଉଠିବ, ଗୋରା ମଧ୍ୟମ ସ୍ୱାସ୍ଥ୍ୟ,ଚଷମା ବିଶିଷ୍ଟ ହସ ହସ ମୁହଁଟିଏ । ଆଈ କାହିଁକି ଅନ୍ୟମାନଙ୍କ ଠାରୁ ମତେ ଅଧିକ ଭଲପାଉଥିଲେ କହିପାରିବି ନାହିଁ । ବୋଧେ ମୁଁ ପୁରାଣ, ଧର୍ମ ବିଷୟରେ ଆଈଙ୍କ ସହ ଆଲୋଚନା କରୁଥିବାରୁ । ଆଈ ଥିଲେ…
Read More...

ପ୍ରଜାପତି, କୂଅ, ସାର୍‌ ଓ ଅନ୍ୟମାନେ

ରଜତ ରଶ୍ମି ସ୍ୱାଇଁ ଧାନ ବେଙ୍ଗେଳା ପଡ଼ି ସାରିଲା ପରେ ପବନର ଅନୁକୂଳ ଦିଗରେ ଧାନକୁ ଉଡ଼ାଇ ଧାନରୁ କୁଟାକାଠି ଅଲଗା କରିବାକୁ ଧାନ ଉଡ଼ା କୁହାଯାଏ । ସେଦିନ ଆମର ଧାନ ଉଡ଼ା ହେଉଥାଏ । କୂଅ ଉପରେ କୁଟା କାଠି ପଡ଼ିବାର ସମ୍ଭାବନା ଥିବାରୁ ଗୋଟିଏ ହେଁସ (ମଶିଣା) ଘୋଡ଼ା ହୋଇଥାଏ ।…
Read More...

ଓଡ଼ିଶାର ବିକଳ୍ପ ନେତୃତ୍ୱ : ଅପରାଜିତା

ରିପୋର୍ଟ: ରଜତ ରଶ୍ମି ସ୍ୱାଇଁ ଭୁବନେଶ୍ୱର : ହଠାତ୍ ରାଜ୍ୟ ବିଜେପି ରାଜନୀତିକୁ ଚଳଚଞ୍ଚଳ କରିବାକୁ ଚେଷ୍ଟା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନ ବନ୍ଦରରେ ନିଜର ବହୁ ସମର୍ଥକଙ୍କୁ ଏକାଠି କରି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଅପରାଜିତା ବୋଲି…
Read More...

କାରବୀୟ କ୍ରିକେଟ: ଏକ ଶ୍ରଦ୍ଧାଞ୍ଜଳି!!

ଗୌତମବୁଦ୍ଧ ଦାସ ଦୁଇ ଦୁଇ ଥର ଏକ ଦିବସୀୟ ବିଶ୍ଵକପ ଏବଂ ଦୁଇ ଦୁଇ ଥର ଟି-୨୦ ବିଶ୍ଵକପ ଚାମ୍ପିଅନ ୱେଷ୍ଟଇଣ୍ଡିଜ ପାଇଁ ଆଜି ଅତ୍ୟନ୍ତ ଦୁଃଖର ଦିନ। କାରଣ ଚଳିତ ଟି-୨୦ ବିଶ୍ଵକପ ଯୋଗ୍ୟତା ପର୍ଯ୍ୟାୟରେ ଆୟର୍ଲାଣ୍ଡଠାରୁ ହାରି ବିଦା ହୋଇଗଲା ୱେଷ୍ଟଇଣ୍ଡିଜ। ସତେ ଯେମିତି କ୍ରିକେଟ ଜଗତର ଏକ…
Read More...