ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ, ହୋଇପାରନ୍ତି ଅନେକ ସମସ୍ୟାର ଶିକାର

0 1,556

ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ଦୂରରେ ରଖିବା ପାଇଁ ହେଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଉପଯୁକ୍ତ ଖାଦ୍ୟ ଖାଇବା ସହ ଠିକ୍‌ ସମୟରେ ଖାଦ୍ୟ ଖାଇବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ । ବେଳେ ବେଳେ କୌଣସି ଜିନିଷକୁ ଭୁଲ ସମୟରେ ଖାଇବା ଦ୍ୱାରା ତାହାର ଭଲ ପ୍ରଭାବ ଶରୀର ଉପରେ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଆଜି ଆମେ କିଛି ଏପରି ଜିନିଷ ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ତା’ର ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିଥାଏ ।

୧.ପୋଷକରେ ଭରପୂର ଥିବା କଦଳୀ ଶରୀର ପାଇଁ ବେଶ ଲାଭଦାୟକ । କିନ୍ତୁ ଖାଲି ପେଟରେ ଏହାକୁ ଖାଇଲେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ । ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢ଼ି ଯାଇଥାଏ । ଯାହା ଦ୍ୱାରା ରକ୍ତରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମର ମାତ୍ରାରେ ସନ୍ତୁଳନ ରହି ନ ଥାଏ ।

Leave A Reply

Your email address will not be published.

11 − ten =