ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ

0 662


କୁଜଙ୍ଗ (ରଞ୍ଜିତ କୁମାର ପଣ୍ଡା) : କୁଜଙ୍ଗ ବ୍ଲକ୍ ଲକ୍ ଥାନା ଅଧୀନରେ ଥିବା ନୀମିଦ୍ଦି ଗ୍ରାମରେ ଥିବା ସିଦ୍ଧେଶୋର୍ ମନ୍ଦିର ନିକଟରେ ଥିବା ଓସ୍ତ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି।ତେବେ ମୃତ କର ପରିଚୟ ମିଳିପାରିନାହିଁ।ଆଜି ସକାଳୁ ସେହି ଗ୍ରାମର କିଛି ଲୋକ ପୂଜା କରିବା ପାଇଁ ମନ୍ଦିର କୁ ଯାଇଥିବା ବେଳେ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ଲକ୍ ଥାନା ପୋଲିସ୍ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

eighteen + six =