ସାଂଗଠନିକ ନିର୍ବାଚନ ଅଧିକାରୀଙ୍କ ତାଲିକା ଜାରି କଲା ବିଜେଡି

0 976

ଭୁବନେଶ୍ୱର : ସାଂଗଠନିକ ନିର୍ବାଚନ ପାଇଁ ବିଜେଡି ନିର୍ବାଚନ ଅଧିକାରୀଙ୍କ ତାଲିକା ଜାରି କରିଛି l 33 ସାଙ୍ଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀଙ୍କ ତାଲିକା ଜାରି କରାଯାଇଛି l ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଦେବଙ୍କ ସ୍ଵାକ୍ଷରରେ ଏହି ତାଲିକା ନେଇ ପ୍ରେସ ରିଲିଜ ଜାରି କରାଯାଇଛି l

Leave A Reply

Your email address will not be published.

19 − seventeen =