ଆୟରଲାଣ୍ଡରେ ରଜ ଉତ୍ସବ

0 1,282

ଭୁବନେଶ୍ୱର : ଆୟର୍ଲାଣ୍ଡରେ ଥିବା ଓଡ଼ିଆ ସମୁଦାୟଙ୍କ ଦ୍ୱାରା ଭାରଚୁଆଲ ରଜ ଉତ୍ସବ ପାଳିତ ହୋଇଯାଇଛି l ଏଥିରେ ଆୟାରଲାଣ୍ତ ବାସ କରୁଥିବା ପ୍ରବାସୀ ଓଡ଼ିଆ ବାଗ୍ମୀପ୍ରଜ୍ଞା ଜୟସିଂ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ପୂର୍ବରୁ ଆୟର୍ଲାଣ୍ଡରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଆୟୋଜିତ ଦୀପାବଳି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ମନ ମୋହିଥିଲେ ବାଗ୍ମୀ ପ୍ରଜ୍ଞା ଜୟସିଂହ । ଓଡ଼ିଶୀରେ ଥିବା ସମୟରେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିବା ବାଗ୍ମୀ ବିବାହ କରି ଆୟର୍ଲାଣ୍ଡରେ ଅବସ୍ଥାପିତ ହେଲା ପରେ ମଧ୍ୟ ସେଠାରେ ଓଡ଼ିଶୀ ନୃତ୍ୟର ପରିବେଷଣ ଜାରି ରଖିଛନ୍ତି ।

Leave A Reply

Your email address will not be published.

five × two =