ଅମିତାଭଙ୍କୁ କରୋନା

0 944

ମୁମ୍ବାଇ : ମେଗାଷ୍ଟାର ଅମିତାଭ ବଚନଙ୍କୁ କରୋନା l ସେ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି l ଚିକିତ୍ସା ପାଇଁ ସେ ଲୀଳାବତୀ ହସ୍ପିଟାଲରେ ଭର୍ତି ହୋଇଛନ୍ତି l ଅଭିଷେକଙ୍କୁ ମଧ୍ୟ କରୋନା ହୋଇଥିବା ଜଣାପଡିଛି l ତେବେ ଐଶର୍ଯ୍ୟା ଓ ଜୟା ବଚନ କରୋନା ନେଗେଟିଭ ଥିବା ସୂଚନା ମିଳିଛି l ତାଙ୍କ ପରିବାରର ସଦସ୍ୟମାନେ କ୍ୱାରେଣ୍ଟାଇନରେ ରହିଛନ୍ତି l ପରିବାରର ସଦସ୍ୟଙ୍କ ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସ୍ୱାବ ଟେଷ୍ଟ କରିବାକୁ ଅମିତାଭ ଅନୁରୋଧ କରିଛନ୍ତି lS

Leave A Reply

Your email address will not be published.

10 + 1 =