ପଣ୍ଡୁଆରେ ମାସ୍କ ବଣ୍ଟନ

0 506
ପାରାଦୀପ (ଦୀପ୍ତି ରଞ୍ଜନ ଦାସ): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ର ଆଲୁଖୋଲଙ୍ଗ ଗ୍ରାମରେ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଛି। ଗ୍ରାମରେ ୧୦୦ରୁ ଉର୍ଦ୍ଧ କୋଭିଡ୍ ରୋଗୀ ଥିବାରୁ ପାରାଦ୍ଵୀପ ର ବିଧାୟକ ସମ୍ବିତ ରାଉତରାୟ ଙ୍କ ସ୍ବାସ୍ଥ୍ୟ ଭଲ ନଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶ କ୍ରମେ ଡାକ୍ତରୀ ଦଳ,ବିଧାୟକ ପ୍ରତିନିଧି ,ସରପଞ୍ଚ, ବିଜୁ ଜନତା ଦଳ ପାରାଦ୍ଵୀପ ର ନେତୃମଣ୍ଡଳୀ,ବିଜୁ ଯୁବ ଓ ଛାତ୍ର ଜନତା ଦଳ ର କର୍ମକର୍ତ୍ତା ମାନେ ଅଲୁଖୋଲଙ୍ଗ ଗ୍ରାମରେ ପହଞ୍ଚି ସେଠାକାର ଜନସାଧାରଣଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ବିଧାୟକଙ୍କ ଦ୍ଵାରା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିବା ଔଷଧ,ଶୁଖିଲା ଖାଦ୍ୟ ପୁଡିଆ, ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଛି।

Leave A Reply

Your email address will not be published.

15 − four =