ଟାଟୁକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି

0 486

କଟକ: ଟାଟୁକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳି। ଫେସବୁକ୍ ବନ୍ଧୁତା ରୁ ବିବାହ। ପରେ ସ୍ତ୍ରୀ ଦେହରେ ପୂର୍ବତନ ପ୍ରେମିକର ଟା ଟୁ ଦେଖି ସ୍ୱାମୀ ଏବେ ଚିନ୍ତାରେ। ରାଜସ୍ଥାନ ର ମୋହିତ ଶର୍ମା କଟକ ରେ ରହନ୍ତି। ଫେସବୁକ୍ ରୁ ଭଲ ପାଇ ସେ ବିବାହ କରିଥିଲେ ବାଲେଶ୍ୱରର ଝିଅକୁ। ଏବେ ସ୍ତ୍ରୀ ଦେହରେ ପୂର୍ବତନ ପ୍ରେମିକର ଟାଟୁ ଦେଖି ସେ ମିଡିଆ ରେ ଅଭିଯୋଗ କରିଛନ୍ତି। ସ୍ୱାମୀ ଙ୍କ ଅଭିଯୋଗର ଉତ୍ତର ଦେଇଛନ୍ତି ସ୍ତ୍ରୀ।

Leave A Reply

Your email address will not be published.

eighteen + 17 =