ବାଗଚି ଦମ୍ପତିଙ୍କ ମହାନତା: ବେଙ୍ଗାଳୁରୁରେ ୮୦୦ ଶଯ୍ୟା ବିଶିଷ୍ଟ ‘ବାଗଚି-ପାର୍ଥସାରଥୀ ହସ୍ପିଟାଲ’ ପାଇଁ ଦାନ କଲେ ୪୨୫ କୋଟି

0 670

ବେଙ୍ଗାଳୁରୁ : ‘ମାଇଣ୍ଡଟ୍ରି’ ସଫ୍ଟୱେର କମ୍ପାନୀର ପ୍ରତିଷ୍ଠାତା ସୁବ୍ରତ ବାଗଚି ଓ ସାହିତ୍ୟିକା ପତ୍ନୀ ସୁସ୍ମିତା ବାଗଚି , ସହ ପ୍ରତିଷ୍ଠାତା ଏନ ଏସ ପାର୍ଥସାରଥୀ ଓ ତାଙ୍କ ପତ୍ନୀ ରାଧାଙ୍କ ସହ ମିଶି ପ୍ରତିଷ୍ଠିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଳୁରୁରେ ୮୦୦ ଶଯ୍ୟା ବିଶିଷ୍ଟ ‘ବାଗଚି-ପାର୍ଥସାରଥୀ ହସ୍ପିଟାଲ’ ପ୍ରତିଷ୍ଠା ପାଇଁ ମିଳିତ ଭାବେ ଦାନ କଲେ ₹୪୨୫ କୋଟି!

୧୯୯୯ରେ ସୁବ୍ରତ ବାଗଚି ପୂର୍ବରୁ ‘ଉଇପ୍ରୋ’ରେ କାମ କରୁଥିବା ଅନ୍ୟ ୯ଜଣ ସାଙ୍ଗଙ୍କ ସହ ମିଶି ପ୍ରତିଷ୍ଠା କରିଥିଲେ ‘ମାଇଣ୍ଡଟ୍ରି’ କମ୍ପାନୀ। ନିଜେ ଜଣେ ସଫ୍ଟୱେର ଇଂଜିନିୟର ହୋଇନଥିଲେ ବି ସଫ୍ଟୱେର ବ୍ୟବସାୟରେ ସଫଳ ହୋଇଥିଲେ ବାଗଚି। ମାଇଣ୍ଡଟ୍ରିର ବଜାର ମୂଲ୍ୟ ଏବେ ପ୍ରାୟ ୬୨ ହଜାର କୋଟି ଟଙ୍କା!

Leave A Reply

Your email address will not be published.

two − 1 =