ବିଜେଡି ଜିଲ୍ଳା ପରିଷଦ ସଭ୍ୟଙ୍କ ଦାଦାଗିରି

0 549

ବାଲେଶ୍ୱର: ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାନଗା ବ୍ଲକର ନୂଆପୁର ଗ୍ରାମ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପଞ୍ଚାୟତରେ ବୈଠକ ଚାଲିଥିଲା ବେଳେ ୧୮ନଂ ଜୋନର ଜିଲ୍ଲା ପରିଷଦ ନିଳାମ୍ବର ମହାଳିକ (ବଟ)କୌଣସି କାରଣ ନ ଥାଇ ବୈଠକ ମଧ୍ୟରେ ପଶି ମହିଳା ୱାର୍ଡ ସଭ୍ୟା ଓ ସଭ୍ୟ, ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବୈଠକର ନୋଟିସ୍ ବହି ଓ ରିଜୋଲୋସନ୍ ରେଜିଷ୍ଟର ଛଡାଇ ନେବା ସହିତ ଆଗାମୀ ଦିନରେ ସମସ୍ୟା ଉତ୍କଟ ରୂପ ନେବା ସହ ପଞ୍ଚାୟତ ତାଲା ପଡିବ ବୋଲି ଧମକ ଦେଇଥିବା ନେଇ ନୂଆପୁର ସରପଞ୍ଚ ଅଟଳ ରାଉତ କହିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ସେ ଲିଖିତ ଅଭିଯୋଗ କରିଥିବା ନେଇ ସରପଞ୍ଚ ଅଟଳ ରାଉତ ଜଣାଇଛନ୍ତି ।

https://youtube.com/shorts/4h5hNKBkIFI?feature=share

Leave A Reply

Your email address will not be published.

three × 4 =