ଖାରବେଳନଗର ଥାନାରେ ତୃପ୍ତିଙ୍କ ଅଭିଯୋଗ

0 354

ଭୁବନେଶ୍ୱର : ଥାନାରେ ଅପରାଜିତାଙ୍କ ଅଭିଯୋଗ । ଖାରବେଳନଗର ଥାନାରେ ପହଞ୍ଚି ଉଭୟ ଅପରାଜିତା ମହାନ୍ତି ଓ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ କରିଛନ୍ତି । ପୂର୍ବରୁ ପ୍ରକୃତିଙ୍କ ବାପାମାଆ ଖାରବେଳନଗର ଥାନାରେ ପହଞ୍ଚି ତୃପ୍ତିଙ୍କ ବାପାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥଲା । ପୁଲିସ୍ ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.

five × two =