ଓଡ଼ିଶାରେ ଜିଓର ଜୟଯାତ୍ରା ଜାରି: ଅଗଷ୍ଟରେ ୩.୪୭ ଲକ୍ଷ ଉପଭୋକ୍ତା ଯୋଡ଼ିଲା ରିଲାଏନ୍ସ ଜିଓ

-ଟ୍ରାଇ ତଥ୍ୟ ଅନୁସାରେ ଅନ୍ୟ କମ୍ପାନୀଗୁଡ଼ିକ ହରାଇଛନ୍ତି ଲକ୍ଷ ଲକ୍ଷ ଉପଭୋକ୍ତା ଭୁବନେଶ୍ୱର,୧୯ା୧୦: ଓଡ଼ିଶାର ସର୍ବାଧିକ ପସନ୍ଦଯୋଗ୍ୟ ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ଏହାର ଜୟଯାତ୍ରା ଜାରି ରଖିଛି । ଟେଲିକମ୍ ନିୟାମକ ଟ୍ରାଇ ରିପୋର୍ଟ ଅନୁସାରେ ଅଗଷ୍ଟରେ ରିଲାଏନ୍ସ
Read More...

ଟ୍ରାନଜିଟ୍ ଓରିଏଣ୍ଟେଡ ଡେଭଲପମେଣ୍ଟକୁ ଗୁରୁତ୍ୱ

ଭୁବନେଶ୍ୱର:ଭୁବନେଶ୍ୱରର ବିକାଶ ଓ ଏହାକୁ ଏକ ଅତ୍ୟାଧୁନିକ ମେଟ୍ରୋ ସହର ଭାବେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏ ଦିଗରେ ଉଭୟ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଏବଂ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ମିଳିତ ସହଯୋଗରେ କାର୍ୟ୍ୟ କରୁଛନ୍ତି । ଭୁବନେଶ୍ୱରକୁ ବିକାଶର
Read More...

ନାଗପଲ୍ଲୀ ଜଙ୍ଗଲରେ ବାଘ ଥିବା କଥା ମାନିଲା ବନବିଭାଗ

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଖୋର୍ଦ୍ଧା ବନାଂଚଳ ଅନ୍ତର୍ଗତ ବୋଲଗଡ଼ ବ୍ଳକ ନାଗପଲ୍ଲୀ ସଂରକ୍ଷିତ ଜଙ୍ଗଲରେ ବାଘ ଥିବା କଥାକୁ ମାନିଛି ବନବିଭାଗ ।କିନ୍ତୁ ଏହା ମହାବଳ ନୁହେଁ ବରଂ ଏକ କଲରାପତରା ବାଘ ହୋଇଥିବା କଥାକୁ ବନବିଭାଗ ସ୍ପଷ୍ଟ କରିଛି । ଗୁରୁବାର ନାଗପଲ୍ଲୀ ଜଙ୍ଗଲରେ ବାଘପାଦ
Read More...

ଲକ୍ଷାଧିକ ଟଙ୍କାର ବାଣ ଜବତ, ୧୨ ଗିରଫ

କଟକ (ସରୋଜ କୁମାର ବେହେରା): କମିଶନରେଟ ପୋଲିସର ମିଳିତ ଚଢ଼ାଉରେ ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର , ମହାଜନପୁର , ହାତୀଖାନା ଗ୍ରାମରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଓ ବିସ୍ଫୋରକକୁ ପୁଲିସ ଜବତ କରିଛି । ଏହାସହ ୧୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ଡିସିପି ସୂଚନା
Read More...

ଏସଭିଏମ କଲେଜରେ ଜାଲ ନାମଲେଖା ଯୋଗୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର : ସନ୍ଦେହରେ କାଜୁ ନିଗମ ଅଧ୍ୟକ୍ଷ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ କଲେଜ(ଏସଭିଏମ)ରେ ମିଥ୍ୟା ରେଜିଷ୍ଟ୍ରେସନ୍ ନମ୍ବର ଓ ଜାଲ ନାମଲେଖା ଯୋଗୁ ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଛି। ଏହାସହିତ ୨୦୧୪-୧୫ରୁ ୨୦୧୮-୧୯ ଶିକ୍ଷାବର୍ଷ ମଧ୍ୟରେ ଯୁକ୍ତ ତିନି ଶ୍ରେଣୀରେ
Read More...

ବାୟୁ ପ୍ରଦୂଷଣ ଢେଙ୍କାନାଳବାସୀଙ୍କ ହାରାହାରି ପରମାୟୁ କମାଇ ଦେଉଛି କି?

ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ ବୃଦ୍ଧି କରାଯାଇ ପାରନ୍ତା ।
Read More...

ରୂପେଶକୁ ନେଇ ବିଜେଡି- ବିଜେପି ଘମାସନ

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳାର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ସରପଂଚ ରୂପେଶ ଭଦ୍ରଙ୍କ ଭୂମିକାକୁ ନେଇ ରାଜନୀତି ସରଗରମ ହୋଇଉଠିଛି । ଏବେ ଏହି ଘଟଣାରେ ଏକ ନୂଆ ଖିଅ ଯୋଡି ହୋଇଛି । ରୂପେଶ ଭଦ୍ର କାହାର, ବିଜେଡିର ନା ବିଜେପିର ।
Read More...

କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ତିର୍ତୋଲ: କନିମୂଳ ପଂଚାୟତ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ପାଣି ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଅଧିକାରୀ
Read More...

ଦୁଇ ବୀରଙ୍କ କାହାଣୀ

ଦୀପକ ବେହେରା ଆସନ୍ତୁ, ନିର୍ଭୀକତା ,ଦେଶପ୍ରେମ ପୁରୁଷାର୍ଥର ଆଉ ଏକ ନୂଆ କାହାଣୀ ଶୁଣିବା । ଏ କାହାଣୀ ଅନେକଙ୍କ ମନରେ ସାହସ ଦେଇଛି, ଭୀରୁଙ୍କୁ ବୀର ସଜେଇଛି । ଆଜିବି ଧର୍ମାନ୍ଧଙ୍କ ମନରେ ଏ କାହାଣୀ ଭୟ ସଂଚାର କରେ, ଆଉ ଆତ୍ମଲଜ୍ଜା, ଗ୍ଲାନିରେ ସେମାନଙ୍କ ମୁଣ୍ଡ ତଳକୁ କରିବାକୁ ବାଧ୍ୟ
Read More...

ବାଙ୍କୀ କଲେଜରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ମହିଳା ଖୋ-ଖୋ ପ୍ରତିଯୋଗିତା ଉଦ୍ଘାଟିତ

ବାଙ୍କୀ: ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଖେଳପଡିଆରେ ଉକôଳ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆନ୍ତଃ ମହାବିଦ୍ୟାଳୟ ଜୋନସ୍ତରୀୟ ମହିଳା ଖୋ-ଖୋ ପ୍ରତିଯୋଗିତା ଆଜିଉଦ୍ଘାଟିତ ହୋଇଯାଇଛି । ଅଧ୍ୟକ୍ଷା ଡ.ନିବାସିନୀ ପଣ୍ଡା ଦୁଇଦିନ ହେବାକୁ ଥିବା ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିବା ସହ
Read More...