ତିର୍ତୋଲ ଖାଉଟି ସାମଗ୍ରୀ ବିତରକ ନିଲମ୍ବିତ

ତିର୍ତୋଲ: ତିର୍ତୋଲ ବ୍ଲକ ତିର୍ତୋଲ ପଂଚାୟତରେ ଖାଉଟି ସାମଗ୍ରୀ ବିତରକ ଭାବେ କାର୍ଯ୍ୟକରୁଥିବା ସମୀର କୁମାର ମହାପାତ୍ରଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ ସାମଗ୍ରୀ ଯୋଗାଣରେ ଅନିୟମିତତା କାରଣରୁ ନିଲମ୍ବନ କରାଯାଇଥିବା ସୁଚନା ମିଳିଛି । କିଛିଦିନ ପୂର୍ବେ ଖାଉଟି ସାମଗ୍ରୀ ଯୋଗାଇବାରେ
Read More...

ଗାନ୍ଧୀଜୀଙ୍କ ଜୀବନ କଥା ଉପରେ ଆଲୋଚନାଚକ୍ର

ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଂଚାୟତରେ ଥିବା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀଜୀଙ୍କ କଥା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ପଟ୍ଟନାୟକ ସଭାପତିତ୍ୱ
Read More...

ତିର୍ତୋଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ତିର୍ତୋଲ : ତିର୍ତୋଲ ବ୍ଲକସ୍ଥିତ ଆଦିକବି ସାରଳାଦାସ କଲେ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଅନଲାଇନ୍ ଓ ଅଫଲାଇନ୍ ଦ୍ୱାରା ବିଭିନ୍ନ ବିଭାଗରୁ ମୋଟ ୨୫୩ ଜଣ ରୋଗୀ ପଞ୍ଜିକୃତ ହୋଇଥିଲେ । ଜଗତସିଂହପୁର ଜିଲ୍ଲା ଚିକିସôା ମୁଖ୍ୟାଳୟରୁ
Read More...

ପୂର୍ବ ବିବାଦରୁ ଗୋଷ୍ଠୀ ସଙ୍ଘର୍ଷ,ଉଭୟ ପକ୍ଷରୁ ୭ ଗିରଫ

କୁଜଙ୍ଗ(ରଂଜିତ କୁମାର ପଣ୍ଡା): ପୂର୍ବ ବିବାଦକୁ ନେଇ ଗତକାଲି କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତର ଜୟଶଙ୍ଖପୁର ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିବା ଜଣାପଡ଼ିଛି । ଗତକାଲି କୁଆଁର ପୂନେଇ ଉଖୁଡ଼ା ବଂଟନ ସମୟରେ ପୂର୍ବ ବିବାଦକୁ ନେଇ ଦୁଇ ଗୋଷ୍ଟଙ୍କ ମଧ୍ୟରେ
Read More...

ବିଜେପୁରରେ ନବୀନ : ଆପଣମାନେ ଖୁସି ତ!

ଭୁବନେଶ୍ୱର : ପ୍ରିୟ ଭାଇ ଓ ଭଉଣୀମାନେ ମୁଁ ଆଜି ଆପଣଙ୍କ ପାଖକୁ ଆସିଛି, ଆପଣମାନେ ଖୁସି ତ! ଗତ ସାଧାରଣ ନିର୍ବାଚନରେ ଯେମିତି ହାଇଟେକ୍ ବସ୍ରେ ବୁଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୋଟର୍ଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ନିବେଦନ କରିଥିଲେ, ଠିକ୍ ସେହି
Read More...

ପ୍ରସନ୍ନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ : ନବୀନଙ୍କୁ ବିଜେପୁର ଡାକି ଆଣିଥିଲ, ଛାଡ଼ିଲେ କାହିଁକି ?

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ହେବ ବିଜେପୁର ଉପନିର୍ବାଚନ। ଏଥିପାଇଁ ଜମୁଛି ପ୍ରଚାର ମୈଦାନ। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେଡି ଓ ବିଜେପିର ହେଭିୱେଟ୍ ନେତାମାନେ ସେଠାରେ ଡେରା ପକାଇଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ ଧରି
Read More...

ଚାଲିଛି ଚିକିତ୍ସା : ହସ୍ପିଟାଲରେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି
Read More...

ନାମ ସୁପାରିସ କଲେ ସିଜେଆଇ : ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମକୋର୍ଟର ଆଗାମୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନଭେମ୍ୱର ମାସରେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ୪୭ତମ ପ୍ରଧାନ ବିଚାରପତି କିଏ ହେବେ ସେ ନେଇ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏ ନେଇ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କ ନାମ କେନ୍ଦ୍ର
Read More...

ବ୍ୟକ୍ତିଗତ ସମ୍ପତିରେ କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ବିବାଦ: କୋଟରେ ମାମଲା

ତିର୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତୋଲ ଥାନା ଅନ୍ତର୍ଗତ ତାଳପଡା ମୈାଜାର ପ୍ଲଟ ନଂ- ୮୯୩ ଏକ ବ୍ୟକ୍ତିଗତ ସମ୍ପତି ଥାଇ କୁଜଙ୍ଗ ବ୍ଲକ ପ୍ରଶାସନ ତରଫରୁ କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ବିବାଦ ଦେଖା ଦେଇଛି । ଏହି ସମ୍ପତିରେ ଆପୋଷ ଭାଗବଂଟାରେ ନିରଞ୍ଜନ ଖଟୁଆ ପି- ବେଣି ଖଟୁଆ
Read More...

ବାଙ୍କୀ ମହୋତ୍ସବ ଉଦ୍ଯାପିତ :ସଂସ୍କୃତି, ସାହିତ୍ୟ, ସାମାଜିକ ସଂସ୍କାର କ୍ଷେତ୍ରରେ ବାଙ୍କୀର ଅବଦାନ ଅନନ୍ୟ

ବାଙ୍କୀ: କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି । ଏହି ଉତ୍ସବରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ, ସଂସ୍କୃତି, ସାହିତ୍ୟ, ସାମାଜିକ ସଂସ୍କାର ଆଦି ପ୍ରତ୍ୟେକ
Read More...