ତିର୍ତୋଲ କୁମାର ଉତ୍ସବ ସମିତିର ୪୬ ତମ ବାର୍ଷିକ ଉତ୍ସବ, ପାଣି ଜୟନ୍ତୀ ଉଦଯାପିତ

ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ଦୁଇଦିନ ଧରି ତିର୍ତୋଲ ଜୟପ୍ରକାଶ ମଇଦାନଠାରେ ଚାଲିଥିବା ତିର୍ତୋଲ କୁମାର ଉତ୍ସବ ସମିତିର ୪୬ ତମ ବାର୍ଷିକ ଉସôବ ଓ ଗଣ କବି ବୈଷ୍ଣବ ପାଣୀଙ୍କ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ପୂର୍ବତନ ମନ୍ତ୍ରୀ ଡ଼ା.
Read More...

ବାଲେଶ୍ୱରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର(ବିଦ୍ୟୁତପ୍ରଭା ବିଶ୍ୱାଳ): ଜଳେଶ୍ୱରରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି l କେନ୍ଦ୍ରୀୟ ଅବକାରୀ ଟିମ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛି l ଅଭିଯୁକ୍ତ ସପନ ପ୍ରଧାନ ବୋଲି ଜଣାପଡିଛି l ବାଲେଶ୍ୱର ଦିନକୁ ଦିନ ଚୋରା ନିଶା ବେପାରୀଙ୍କ ଭୂସ୍ବର୍ଗ
Read More...

ବିଜେପିରୁ ଇସ୍ତଫା ଦେଲେ ଦାମ

'ବିଜୁଙ୍କ ଉତ୍ସର୍ଗୀକୃତ ଅନୁଗତ ଭାବରେ ଅବଶିଷ୍ଟ ଜୀବନ ବିତାଇବି' ଭୁବନେଶ୍ୱର : ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ଦଳ ତାଙ୍କୁ ଆଉ
Read More...

ନୟାଗଡକୁ ଗଡ଼ିଲା ‘ସେବା ସର୍ଭିସ୍ ଟ୍ରେନ’

ଭୁବନେଶ୍ୱର : ନୟାଗଡକୁ ସିଧାସଳଖ ରେଳ ଚଳାଚଳ ଆରମ୍ଭ ହୋଇଛି l କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଆଜି ନୂଆଦିଲ୍ଲୀ ଠାରୁ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ସ୍ଥାନରେ ସେବା ଟ୍ରେନ ଗୁଡିକୁ ସବୁଜ
Read More...

ଜନ୍ମଦିନ ପାଳିବେ ନାହିଁ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଥର ତାଙ୍କର ଜନ୍ମ ଦିନ ପାଳନ କରିବେ ନାହିଁ l ଫନି ବାତ୍ୟା ରାଜ୍ୟରେ ପ୍ରବଳ କ୍ଷୟକ୍ଷତି କରିଥିବାରୁ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି l ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ସହ ଶୁଭେଛୁ ଓ
Read More...

ଆଟାକିଙ୍ଗ ମୁଡରେ ଜଗତସିଂହପୁର ଜିଲାପାଳ : ରାତିଅଧରେ ଚିକିତ୍ସାଳୟ ପରିଦର୍ଶନ

ଜଗତସିଂହପୁର :  ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ  କରିବାକୁ ଗତକାଲି ଅଧରାତିରେ ଅଚାନକ ପହଂଚି ଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସେଠାରେ ଜିଲ୍ଲାପାଳ ରୋଗିମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରିବୁଝିବା ସହ ଚିକିତ୍ସାଳୟରେ ଡାକ୍ତର ଓ ନର୍ସ ମାନଙ୍କ
Read More...

ଜଗତସିଂହପୁର ଜିଲ୍ଲା ରାଜନୀତି : ଏକଘରିକିଆ ପ୍ରଶାନ୍ତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରାଜନୀତିରେ ବିଧାୟକ ପ୍ରଶାନ୍ତ ମୁଦୁଲି ଦିନକୁ ଦିନ ଦଳ ଭିତରେ ଏକୁଟିଆ ହୋଇ ପଡୁଛନ୍ତି । ଜଗତସିଂହପୁର ସଦର ମହକୁମାର ବିଧାୟକ ଭାବେ ପ୍ରଶାନ୍ତଙ୍କର ଜିଲ୍ଲା ରାଜନୀତିରେ ଯେପରି ପ୍ରଭାବ ରହିବା କଥା, ସେପରି ଆଦୌ ଜଣାପଡୁନାହିଁ । ନିକଟରେ ଘଟିଥିବା ଦୁଇଟି
Read More...

ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ବାଙ୍କୀ ଓଡିଆ ସଂସ୍କୃତି ଓ ଐତିହ୍ୟର ଅନ୍ୟତମ ପ୍ରାଣକେନ୍ଦ୍ର

ବାଙ୍କୀ : ବାଙ୍କୀ ମହୋତ୍ସବର ଆଜି ଦ୍ୱିତୀୟ ସନ୍ଧ୍ୟା । ମହୋତ୍ସବରେ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଂସ୍କୃତି ମନ୍ତ୍ରୀ କହିଲେ, ଦେଶର ସମବାୟ ଆନ୍ଦୋଳନର ଜନ୍ମସ୍ଥାନ ଭାବେ ପରିଚିତ
Read More...

ଭାରତୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ୍ 2019 :

ଜେନେଭା (ଏଜେନସି) : ପ୍ରବାସୀ ଭାରତୀୟ ଅଭିଜିତ୍ ବାନାର୍ଜୀ ଓ ତାଙ୍କ ବିଦେଶିନୀ ପତ୍ନୀ ଏସ୍ଥର ଡୁଫଲୋ ଏବଂ ମାଇକେଲ୍ କ୍ରେମରଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର -2019 ମିଳିଛି।ଏଠାରେ ସୂଚନାଯୋଗ୍ୟ, ଅଭିଜିତ୍ ବାନାର୍ଜୀ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ
Read More...