Browsing Category

ଜିଲ୍ଲା ଖବର

ପରୀକ୍ଷିତ ତରାଇଙ୍କୁ ସମ୍ବର୍ଦ୍ଧନା

ପାରାଦ୍ୱୀପ/ଅଠର ବାଙ୍କୀ (ସ୍ମୃତି ରଞ୍ଜନ ଜେନା ) : ପାରାଦ୍ୱୀପଗଡ ଅଂଚଳରେ ସମାଜସେବାରେ ବ୍ରତୀ ଥିôବା ପରୀକ୍ଷିତ ତରାଇଙ୍କ ନିଷ୍ଠାପର, କାର୍ଯ୍ୟପାଇଁ ପାରାଦ୍ୱୀପ ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ପାରାଦ୍ୱୀପ ଯୁବକ ସଙ୍ଘ ପକ୍ଷରୁ ଶ୍ରୀ ତରାଇଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ରବିବାର…
Read More...

ପୁଣି ଜଣେ ପୌର କର୍ମଚାରୀ ସମେତ ୧୪ ଆକ୍ରାନ୍ତ

୩ ୱାର୍ଡ଼ର ଅଧା ଅଞ୍ଚଳ ୭୨ ଘଣ୍ଟା କଣ୍ଟନମେଣ୍ଟ ଜୋନ୍ ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ): ରାଜଧାନୀ ଉପଖଣ୍ଡରେ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଗତ ମେ ମାସଠାରୁ ହୁ ହୁ ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଦୁଇ ତାରିଖରେ ପୌରପରିଷଦ ଜଣେ କର୍ମଚାରୀ ଓ ତାଙ୍କ…
Read More...

ନଈରେ ବୁଡି ଜଣେ ଛାତ୍ରୀ ମୃତ,3ଉଦ୍ଧାର ଗୁରୁତର

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ଜିଲ୍ଲା ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁରେ ଅଘଟଣ । ଦେବୀ ନଦୀରେ ଟିକଟକ କରିଥିବା ବେଳେ ବୁଡି ଗଲେ ୩ ଛାତ୍ରୀ ଓ ଜଣେ ଛାତ୍ର ।ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ୨ଜଣ…
Read More...

୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲା ମା

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବଡ଼କୁଳ ଠାରେ ଏମିତି ଏକ ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯୋଉଥି ପାଇଁ ବଡ଼କୁଳ ମହାନ୍ତି ସାହିରେ ଖୁସିର ଲହରୀ ଖେଳି ଯାଇଥଲା ।ଯେଉଁ ସମୟରେ ମହାମାରୀ କରୋନା ସମଗ୍ର ବିଶ୍ୱକୁ କବଳିତ କରିଚାଲିଛି ଏବଂ ଯେଉଁ ମହାମାରୀ କରୋନା…
Read More...

ସହିଦ ବୀର ଯବାନଙ୍କୁ କିନ୍ନରଙ୍କ ଶ୍ରଦ୍ଧାଞ୍ଜଳି

ପାରାଦୀପ / ଅଠରବାଙ୍କୀ (ସ୍ମୃତି ରଞ୍ଜନ ଜେନା): ପାରାଦ୍ୱୀପ କିନ୍ନର ସଂଘ ପକ୍ଷରୁ ରୁ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଆଉ ୨0 ଜଣ ସହିଦ ବୀର ଯବାନ ଙ୍କୁ ଦିଆ ଯାଇଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, କରୋନା ମହାମାରୀ କୁ ଦୃଷ୍ଟି ରେ ରଖି ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାରାଦ୍ୱୀପ କିନ୍ନର ସଂଘ ର…
Read More...

ନିଶା କାରବାରର ହବ୍‌ ପାଲଟିଛି ଖୋର୍ଦ୍ଧା ଜେଲ

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ): ବ୍ରାଉନ୍‌ସୁଗାର କାରବାରକୁ ନେଇଁ ଖୋର୍ଦ୍ଧା ଅଞ୍ଚଳ ଚର୍ଚାରେ ରହୁଥିବା ବେଳେ ଆଜି ପୁଣି ଏହାର ପ୍ରମାଣ ଖୋର୍ଦ୍ଧା ଜେଲ୍‌ ଭିତରୁ ମିଳିଛି । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଖୋର୍ଦ୍ଧା ପୋଲିସ ଓ ଅବକାରୀ ବିଭାଗ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ…
Read More...

ବିଧାୟକଙ୍କ ଆଦେଶକୁ ହେୟଜ୍ଞାନ ମହଙ୍ଗା ପଡିଲା : ଏରିଆ ପାର ହେଲେ ତିର୍ତ୍ତୋଲ ବିଡିଓ

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତ୍ତୋଲ ବ୍ଲକରେ ଦୁର୍ନୀତି ବୃଦ୍ଧି ପାଇବା ପରେ ବିଧାୟକ ଙ୍କ ବହୁ ଆଦେଶକୁ ବେଖାତିର କରି ହର଼ଡଘଣାରେ ପଡି ଏରିଆ ପାର ହୋଇଛନ୍ତି ତିର୍ତ୍ତୋଲ ବ୍ଲକ ବିଡିଓ ରଞ୍ଜନ କୁମାର ପରିଡ଼ା । ଶ୍ରୀ ପରିଡ଼ା ତିର୍ତ୍ତୋଲ ବ୍ଲକରେ ପ୍ରାୟ ୩ ବର୍ଷରୁ…
Read More...

ତିର୍ତ୍ତୋଲ ରୁ ମିଳିଲା ୪ ମଣିଷ ମୁଣ୍ଡ ଖପୁରୀ : ଅଞ୍ଚଳରେ ହଇଚଇ

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳରେ ଚାରି ଚାରିଟି ଖପୁରି ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନୂଆଗାଁ ବୁରୁଜ ପାଖ ପାଇକା ନଦୀ ପଠାରେ ତିନିଟି…
Read More...

ଜଗତସିଂହପୁର ଜିଲ୍ଲାରୁ ଆଉ 20 କରୋନା ଆକ୍ରାନ୍ତ

କୁଜଙ୍ଗ (ରଂଜିତ କୁମାର ପଣ୍ଡା ): ଜଗତସିଂହପୁର ଜିଲ୍ଲାରୁ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨୦ ଆକ୍ରାନ୍ତ।ଆଜି କରୋନା ମୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାରେ ଫୁଣି ୨୦ ଜଣ ଚିହ୍ନଟ ହୋଇଛନ୍ତି। ୨୦ ଜଣ ମଧ୍ୟରୁ ନାଉଗାଁ ବ୍ଲକ୍ ରୁ ୧୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ କୁଜଙ୍ଗ ବ୍ଲକ୍ ପଣ୍ଡୁଆ…
Read More...

ଶାନ୍ତିସେନା ପ୍ରଭାବ : ରକ୍ତଦାନ ଶିବିରରେ ରକ୍ତ ଦେଲେ ବିଧାୟକ ସମ୍ବିତ

ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ ) : ମହାମାରୀ କରୋନାରେ ଯେପରି ଆମ ରାଜ୍ୟରେ ରକ୍ତର ଅଭାବ ନ ରୁହେ ସେଥିପାଇଁ ଦଳର ହାଇ କମାଣ୍ଡଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି ପାରାଦୀପ ର ଯୁବ ବିଧାୟକ ସମ୍ବିତ ରାଉତରାୟ । ପ୍ରକାଶ ଥାଉକି କରୋନା ଓଡ଼ିଶାରେ ପାଦ ଥାପିବା କିଛି ଦିନ ନ ପୁରୁଣୁ…
Read More...