Browsing Category

ବାଣିଜ୍ୟ

‘ଓମ ଲିଜର ହଲିଡେଜ’ର ବିଶ୍ୱ ପର୍ଯ୍ୟଟନ ଦିବସ

ଭୁବନେଶ୍ୱର : ଟୁର ଆଣ୍ଡ ଟ୍ରାଭେଲସ ମ୍ୟାନେଜମେଣ୍ଟ ସଂସ୍ଥା 'ଓମ ଲିଜର ହଲିଡେଜ' ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇ ଯାଇଛିl ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନକୁ ସ୍ୱଚ୍ଛ ରଖିବା ପାଇଁ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି…
Read More...

ବେଦାନ୍ତ ଲାଞ୍ଜିଗଡ଼କୁ ଶକ୍ତି ପରିଚାଳନା କ୍ଷେତ୍ରରେ ସିଆଇଆଇ ନ୍ୟାସନାଲ୍ଟ ଆୱାର୍ଡ

ଲାଞ୍ଜିଗଡ଼,: ୨୦୧୯: ବେଦାନ୍ତ ଲମିଟେଡ୍ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ଲାଞ୍ଜିଗଡ଼ ୟୁନିଟ୍କୁ ୨୦୧୯ରେ ଶକ୍ତି ପରିଚାଳନା କ୍ଷେତ୍ରରେ ଉକ୍ରର୍ଷର୍ତା ପାଇଁ ୨୦ତମ ସିଆଇଆଇ ନ୍ୟାସନାଲ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଲାଞ୍ଜିଗଡ଼ ୟୁନିଟ୍କୁ ଏକ୍ସଲେଂଟ୍ ଏନର୍ଜି ଇଫିସିଏଂଟ୍ ୟୁନିଟ୍…
Read More...

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୟୋନୋ ଗ୍ଲୋବାଲ୍-ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆପ୍ ବ୍ରିଟେନ ଉନ୍ମୋଚିତ

ଭୁବନେଶ୍ୱର, ୨୪/୯: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୟୁକେ ଇଣ୍ଡିଆ ବିଜନେସ୍ କାଉନ୍ସିଲ୍ (ୟୁକେଆଇବିସି) ସହଯୋଗରେ ଆୟୋଜନ କରାଯାଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଜନୀଶ କୁମାର ଡିଜିଟାଲ୍ ବ୍ୟାଙ୍କିଙ୍ଗ ଆପ୍ ୟୋନୋକୁ ବ୍ରିଟେନ୍ ର ଏସବିଆଇ…
Read More...

ଇସ୍ପାତ ଶିଳ୍ପର ବିକାଶ ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଭାରତର ମୁଣ୍ଡ ପିଛା ଇସ୍ପାତ ବ୍ୟବହାର ଆଗାମୀ ଦିନରେ ଦ୍ରୁତଗତିରେ ଅଭିବୃଦ୍ଧି ହେବାକୁ ଯାଉଛି। ଏହି ପୃଷ୍ଠଭୂମିରେ ଦେଶର ଇସ୍ପାତ ଶିଳ୍ପ ପାଇଁ ଏହା ଏକ ବଡ ସୁଯୋଗ ସୃଷ୍ଟି ହେବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଇସ୍ପାତ ଶିଳ୍ପ ପକ୍ଷରୁ ଆୟୋଜିତ ‘ଚିନ୍ତନ ଶିବିର’…
Read More...

ଏନ୍ଏମ୍‌ଡିସି ଅଧିକ ଲୁହା ପଥର ଉତ୍ପାଦନ କରିବା ଦିଗରେ ଗୁରୁତ୍ୱ ଦେଉ : ଧର୍ମେନ୍ଦ୍ର

ହାଇଦ୍ରାବାଦ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ(ଏନ୍ଏମ୍‌ଡିସି)ର ହାଇଦ୍ରାବାଦ ସ୍ଥିତ କର୍ପୋରେଟ୍ ଅଫିସ ପରିଦର୍ଶନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ, ନିର୍ଦ୍ଦେଶକ ତଥା…
Read More...

ଶ୍ରମମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ଚାକିରି ଅଛି, ଯୋଗ୍ୟ ପ୍ରାର୍ଥୀ ନାହାନ୍ତି

ପ୍ରିୟଙ୍କା ଗାନ୍ଧୀ, ମାୟାବତୀଙ୍କ କଡ଼ା ସମାଲୋଚନା ବରେଲି: ଦେଶର ଅର୍ଥନୀତି ସଙ୍କଟ ସମୟ ଦେଇ ଗତି କରୁଥିବା ବେଳେ ନିଯୁକ୍ତିକୁ ନେଇ ଆଜି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଏକ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ସେ କହିଥିଲେ ଯେ, ରୋଜଗାରର ଅଭାବ ନାହିଁ।…
Read More...

ଅଣ୍ଡା ଶିଳ୍ପରେ ଘୋର ସଙ୍କଟ, ଏକାଠି ହେଲେ ରାଜ୍ୟର ଅଣ୍ଡା ବ୍ୟବସାୟୀ

ନୂତନ ରାଜ୍ୟ ସ୍ତରୀୟ ସଂଘ ଗଠିତ, ରାଜ୍ୟ ସରକାରଙ୍କୁ ସମସ୍ୟା ଜଣାଇବ ଭୁବନେଶ୍ବର: ରାଜ୍ୟର ଅଣ୍ଡା ଶିଳ୍ପ ଘୋର ସଙ୍କଟ ଦେଇ ଗତି କରୁଛି। କୁକୁଡ଼ା ଖାଦ୍ୟ ଦାମ୍ ବହୁତ ବଢ଼ିଯାଇଥିବା ବେଳେ ସେହି ଅନୁପାତରେ ଅଣ୍ଡାର ଖୁଚୁରା ଦରରେ ବୃଦ୍ଧି ହୋଇନାହିଁ। ଗ୍ରାହକମାନେ ପୂର୍ବରୁ ଯେଉଁ ଦରରେ…
Read More...

ଏୟାର ଇଣ୍ଡିଆର କ୍ଷତି ପାଇଁ ପାକିସ୍ତାନ ଦାୟୀ

ନୂଆଦିଲ୍ଲୀ: ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆ ୨୦୧୮-୧୯ ଆର୍ଥିକ ବର୍ଷରେ ୪୬୦୦ କୋଟି ଟଙ୍କାର କ୍ଷତି ସହିଛି। ଋଣ ସଙ୍କଟରେ ବୁଡ଼ି ରହିଥିବା ଏହି କଂପାନି ଏହିବର୍ଷ ୨୬,୪୦୦ କୋଟି ଟଙ୍କାର ଆୟ କରିଥିଲା। ମାତ୍ର କ୍ଷତିକୁ କମ୍ କରିବାରେ ଏହା ସଫଳ ହୋଇନାହିଁ। ଏୟାର ଇଣ୍ଡିଆର କ୍ଷତି…
Read More...

ଜିଏସଟି: ଜାନୁଆରିରୁ ନୂଆ ଡିଲରଙ୍କ ପାଇଁ ଆଧାର ଯାଞ୍ଚ ବାଧ୍ୟତାମୂଳକ

ବେଙ୍ଗାଲୁରୁ: ସାମଗ୍ରୀ ଏବଂ ସେବା ଟିକସରେ ହେଉଥିବା ଚୋରି ଏବଂ ହେରଫେରକୁ ରୋକିବା ପାଇଁ ଆସନ୍ତା ୨୦୨୦ ଜାନୁଆରି ପହିଲାରୁ ଆଧାର ବା ଫିଜିକାଲ ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। ଆଜି ବେଙ୍ଗାଲୁରୁଠାରେ ଜିଏସଟି ପରିଷଦର ଏକ କମିଟି ପକ୍ଷରୁ ଗଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ…
Read More...

ମାନ୍ଦାବସ୍ଥା ମୁକାବିଲା ପାଇଁ ଆଉ ଏକ ପ୍ୟାକେଜ୍‌ : ରପ୍ତାନି, ଗୃହ ନିର୍ମାଣ ପାଇଁ ୭୦ ହଜାର କୋଟି

ସରକାରୀ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ଅଗ୍ରିମ ସୁଧ କମିବ, ଦୁବାଇ ଢାଞ୍ଚାରେ ବାଣିଜ୍ୟ ମେଳା, ରପ୍ତାନିକାରୀଙ୍କୁ ଅଧିକ ପ୍ରୋତ୍ସାହନ, ରିହାତି ମିଳିବ ନୂଆଦିଲ୍ଲୀ : କିଛିଦିନର ବ୍ୟବଧାନ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥନୀତିରେ ସୁଧାର ଆଣିବା ନିମନ୍ତେ ଆଉ…
Read More...