Browsing Category

ମନୋରଞ୍ଜନ

ବଲିଉଡର ଧୋନି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡର ଧୋନି ସୁଶାନ୍ତ ସିଂ ରାଜପୁତ (34) ଆତ୍ମହତ୍ୟା କରିଛନ୍ତି । ‘ମାହି ଦି ଅନଟୋଲ୍ଡ ଷ୍ଟୋରି’ରେ ନିଖୁଣ ଅଭିନୟ ଯୋଗୁଁ ଦର୍ଶକ ତାଙ୍କୁ ବଲିଉଡର ଧୋନି ରୂପେ ମନେ ରଖିଥିଲେ । ବାନ୍ଦ୍ରା ୱେଷ୍ଟସ୍ଥିତ ତାଙ୍କ ବାସଭବନରେ ସେ ଆଜି ଅପରାହ୍ନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା…
Read More...

ଚାଲିଗଲେ ରିଷି କାପୁର

ମୁମ୍ବାଇ : ବଲିଉଡ ପାଇଁ ଦୁଃଖ ପିଛା ଛାଡ଼ୁନି l ଗତକାଲି ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା ବେଳେ ଆଜି ବଲିଉଡର ଭେଟେରାନ ଅଭିନେତା ରିଷି କପୁର 67 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲୋକପ୍ରିୟ ଅଭିନେତା ରିଷି କପୁର କ୍ୟାନ୍ସରରେ ଅସୁସ୍ଥ ହୋଇ ମୁମ୍ବାଇର ଏକ ଡାକ୍ତରଖାନାରେ…
Read More...

ବଲିଉଡ ଅଭିନେତା ଇରଫାନଙ୍କ ଦେହାନ୍ତ

ମୁମ୍ବାଇ : ଅଫେରା ରାଜ୍ୟକୁ ଚାଲିଗଲେ ପ୍ରିୟ କଳାକାର ଇରଫାନ ଖାନ। ସାଧାରଣ ଲୋକଙ୍କ ହୃଦୟରେ ଆସାଧରଣ ସ୍ଥାନ ତିଆରି କରିଥିବା ଏଇ ଚମତ୍କାର ବ୍ୟକ୍ତିତ୍ୱଙ୍କୁ ଆଉ ଆମେ ଦେଖିବାକୁ ପାଇବାନି। ରୋଗ ତାଙ୍କୁ ମୃତ୍ୟୁ କବଳକୁ ନେଇଯାଇଛି l ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କର ଆଜି…
Read More...

ଆୟର୍ଲାଣ୍ଡ୍ ଓ ଅଷ୍ଟ୍ରେଲିଆରେ ଦିୱାଲି ଧୂମ୍: ଧମାଲ୍ କଲେ ଓଡ଼ିଆ ଝିଅ ବାଗ୍ମୀ ଓ ଅଭିପ୍ସା

ଭୁବନେଶ୍ୱର: ଦୀପାବଳି ଅବସରରେ ଅଷ୍ଟ୍ରେଲିଆରେ କଥକ ନୃତ୍ୟ ପରିବେଷଣ କରି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରସାର କରିଛନ୍ତି ଓଡ଼ିଶାର କୁନି ଝିଅ ଅଭିପ୍ସା । ଏଥିପାଇଁ ଆୟୋଜିତ ଏକ ନୃତ୍ୟ ପ୍ରତିଯୋଗିତାରେ ସେ ବିଜେତା ହୋଇଛନ୍ତି । ମେଲବୋର୍ଣ୍ଣର ଫିଲାଣ୍ଡର ଷ୍ଟ୍ରିଟ୍ରେ ଆୟୋଜିତ ଏହି…
Read More...

ଓଡ଼ିଶା ଲଳିତକଳା ଏକାଡେମିର ସଚିବ ହେଲେ ବରିଷ୍ଠ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ

ଭୁବନେଶ୍ୱର: ବିଭୁତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ବରିଷ୍ଠଅଧ୍ୟାପକ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ଓଡ଼ିଶା ଲଳିତକଳା ଏକାଡେମିର ସଚିବ ଭାବରେ ନିଯୁକ୍ତି ମିଳିଛି । ଶ୍ରୀ ସାହୁ ୧୯୮୬ ମସିହା ଡିସେମ୍ବର ୧୨ ତାରିଖରେ ମହାବିଦ୍ୟାଳୟର ମୁଦ୍ରଣକଳା ବିଭାଗରେ ଯୋଗଦାନ କରିଥିଲେ ।…
Read More...

ଚାଲିଛି ଚିକିତ୍ସା : ହସ୍ପିଟାଲରେ ଅମିତାଭ ବଚ୍ଚନ

ମୁମ୍ୱାଇ: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି…
Read More...

ପଢନ୍ତୁ : ସଲମାନଙ୍କୁ କାହିଁକି ଗାଳି ଦେଉଛନ୍ତି ଲୋକେ

ମୁମ୍ବାଇ : କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍‌ ବସ୍‌ ପ୍ରତି ବର୍ଷ କୌଣସି ନା କୌଣସି କାରଣ ପାଇଁ ବିବାଦରେ ଛନ୍ଦି ହୋଇ ଯାଇଥାଏ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିଗ୍‌ ବସ୍‌ ଘରେ କରାଯାଇଥିବା ପରିବର୍ତ୍ତନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ମହିଳା…
Read More...

ଅଷ୍ଟେ୍ରଲିଆରେ କଥକ ପରିବେଷଣ କରୁଛନ୍ତି ଓଡ଼ିଆ ଝିଅ ଅଭିପ୍ସା

ଭୁବନେଶ୍ୱର: ଅଷ୍ଟେ୍ରଲିଆରେ କଥକ ନୃତ୍ୟ ପରିବେଷଣ କରି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରସାର କରୁଛନ୍ତି ଓଡ଼ିଶାର କୁନି ଝିଅ ଅଭିପ୍ସା । ଅଭିପ୍ସାଙ୍କ ଘର ବାଲେଶ୍ୱରରେ । ମାଆ ଅଞ୍ଜନା ମହାପାତ୍ର ଓ ବାପା ବିଧୂଭୂଷଣ ମହାପାତ୍ର ଅଷ୍ଟେ୍ରଲିଆରେ ସଫ୍ଟଓୟାର୍ ଇଞ୍ଜିନିୟର୍ ଭାବେ କାର୍ଯ୍ୟରତ ।…
Read More...

ରିଲିଜ ହେଲା ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘ରେବତୀ’ର ଟିଜର

ଭୁବନେଶ୍ୱର: ରିଲିଜ ହୋଇଯାଇଛି ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘ରେବତୀ’ର ଟିଜର | ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବର୍ଷା ପଟ୍ଟନାୟକ ଅଭିନୟ କରିଥିବାବେଳେ ସହଯୋଗୀ କଳାକାର ଭାବେ ଚୌଧୁରୀ ଜୟପ୍ରକାଶ ଦାଶ, ବିଶ୍ୱଦୀପ ଦାସ, ଭୂପତି ତ୍ରିପାଠୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ | ଏହି ଫିଲ୍ମର…
Read More...

ଅମିତାଭଙ୍କୁ ଦାଦା ସାହେବ ଫାଲକେ

ମୁମ୍ବାଇ:  ମହାନାୟକ ବିଗ୍‌ ବି ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍‌ ଫାଲ୍‌କେ। ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍‌ କରି…
Read More...