Browsing Category

ରାଜନୀତି

୩୯ ନଂ ୱାର୍ଡ ରେ ବିଜେପିର ପଦଯାତ୍ରା

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ଭାରତୀୟ ଜନତା ପାର୍ଟି ତରଫରୁ ୱାର୍ଡ ନଂ ୩୯ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ପଦଯାତ୍ରାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗଦେଇ ସ୍ୱଚ୍ଛତା ସଚେତନତା କରାଇବା ସହ ଡଷ୍ଟବିନ୍…
Read More...

ବିଜେଡିର ନୂଆ ସାଂଗଠନିକ କଳେବର: ଯୁବକଙ୍କୁ ଦାୟିତ୍ୱ, ପୁରୁଖା ଅଲୋଡ଼ା

ଭୁବନେଶ୍ୱର(ପ୍ରିୟବ୍ରତ ତ୍ରିପାଠୀ): ବିଜେଡିର ଦୁଇ ପ୍ରଭାବଶାଳୀ ଯୁବନେତା ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କୁ ଯଥାକ୍ରମେ ମୁଖ୍ୟାଳୟ ସାଧାରଣ ସମ୍ପାଦକ ଓ ସଂଗଠନ ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ କରି ଦଳୀୟ ନେତା ଓ କର୍ମୀମାନଙ୍କୁ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବାର ଏକ…
Read More...

ସ୍ମିତାରାଣୀ,ଆବାସ ପ୍ରସଙ୍ଗରେ ବିଧାନସଭା ଦୁଲୁକିବ :ବିଜେପି

ଭୁବନେଶ୍ୱର : ବିଜେପି ବିଧାୟକ ଦଳ ବୈଠକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଟି ଏନ ସେସନ ଶୋକସଭାରୁ ଆରମ୍ଭ ହେଲା ବୈଠକ ଆରମ୍ଭ ହୋଇଥିଲା l ବୈଠକ ପରେ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଅନେକ ବିଧାୟକ ନ ପହଂଚି ପାରିବାରୁ ପୂର୍ଣ୍ଣାଙ୍ଗ ବିଧାୟକ ଦଳ ବୈଠକ 13 ତାରିଖ ରେ…
Read More...

ବାହୁଡ଼ିଲେ ଦାମ: ପୁରୁଣା କର୍ମୀଙ୍କ ସହ ଆଲୋଚନା

କୁଜଙ୍ଗ(ରଂଜିତ କୁମାର ପଣ୍ଡା): ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପର ପୂର୍ବତନ ବିଧାୟକ ବରିଷ୍ଠ ନେତା ଡା. ଦାମୋଦର ରାଉତ ସୋମବାର ପ୍ରଥମ ଥର କୁଜଙ୍ଗ ଗସ୍ତ କରିଥିବା ଜଣାପଡ଼ିଛି । କୁଜଙ୍ଗ ପଂଚାୟତ କାର୍ଯ୍ୟାଳୟରେ ଅପରାହ୍ନରେ ଉପସ୍ଥିତ ହୋଇ…
Read More...

କଳିଙ୍ଗ ବାଲିଯାତ୍ରା ଟେଣ୍ଡରକୁ ନେଇ ବିଜେପି- ବିଜେଡିି ମୁହାଁମୁହିଁ :୬ ଆହତ

ପାରାଦୀପ(ଦୀପ୍ତିରଂଜନ ଦାସ): ପାରାଦୀପ ବିଜେପି ପକ୍ଷରୁ ଦୀର୍ଘ ୪ଦିନ ହେବ କଳିଙ୍ଗ ବାଲିଯାତ୍ରା ଟେଣ୍ଡରରେ ହେଇଥିବା ଦୁର୍ନୀତି ସମ୍ପର୍କରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଉଦେ୍ଧଶ୍ୟରେ ପାରାଦ୍ୱୀପ ପୌରପାଳିକା ତରଫରୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲୁଅଛି । ଏ ସଙ୍କ୍ରାନ୍ତରେ…
Read More...

ନୂଆ ଢଙ୍ଗରେ ପଦଯାତ୍ରା ଉଦଯାପିତ କଲେ ବିଷ୍ଣୁ

ସ୍ୱୟଂ ସହାୟିକା ଗୋଷ୍ଠୀ ସହ ସୁଖଦୁଃଖ ହେଲେ ତିର୍ତ୍ତୋଲ /ରଘୁନାଥପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଅଧ୍ୟକ୍ଷତାରେ ଆଜି ଥିଲା ଉଦଯାପିତ ଦିବସl ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଛ ପ୍ରଦାନ କରିବା ପରେ ତିର୍ତ୍ତଲ…
Read More...

ସ୍ମିତାରାଣୀ ହତ୍ୟା ପ୍ରସଙ୍ଗ: ଘଟଣା ସ୍ଥଳକୁ ଯିବେ ବିଜେପି ବିଧାୟକ ପ୍ରତିନିଧି ଦଳ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଛି । ସରକାରୀ କାର୍ଯ୍ୟରେ ଯାଇଥିବା ସ୍ମିତାରାଣୀଙ୍କୁ ଦୁର୍ଷ୍କମ କରାଯାଇ ହତ୍ୟା କରାଯାଇଛି । ଯାଜପୁର ପୋଲିସ କେବଳ ସରପଂଚଙ୍କ ସ୍ୱାମୀ ରୂପେଶ…
Read More...

ସ୍ମିତାରାଣୀ ହତ୍ୟାକାଣ୍ଡ: ମହିଳା କମିଶନ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର ଏକ ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ପରେ ନିରପେକ୍ଷ ତଦନ୍ତ ସାରିଥିବା କଥା…
Read More...

ସ୍ମିତାରାଣୀ ମୃତ୍ୟୁ ମାମଲା : 28ରେ ମହିଳା କମିଶନଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ସ୍ମିତାରାଣୀ ହତ୍ୟା ମାମଲାରେ ମହିଳା କମିଶନଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା l ଆସନ୍ତା 28 ରେ ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନ କାର୍ଯ୍ୟାଳୟ ଘେରିବ l ସ୍ମିତାରାଣୀ ହତ୍ୟା ମାମଲାରେ ମିଥ୍ୟା ରିପୋର୍ଟ ଦେବା ଅଭିଯୋଗରେ ମହିଳା କମିଶନଙ୍କୁ ମହିଳା ମୋର୍ଚ୍ଚା ଘେରାଉ…
Read More...

ବିଜେପୁର ପରାଜୟ : କ’ଣ କହୁଛନ୍ତି ବିଜେପି ନେତା

ଭୁବନେଶ୍ୱର : ବିଜେପୁର ନିର୍ବାଚନ ରେ ପରାଜୟ ପରେ ବିଜେପି ପ୍ରତିକ୍ରିୟା ରଖିଛି l ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି, ବିଜେପୁର ନିର୍ବାଚନ ରାଜ୍ୟ ସରକାର ବନାମ ବିଜେପି ମଧ୍ୟରେ ଥିଲା l ଯେଉଁଥିରେ ରାଜ୍ୟ ସରକାର ବିଜୟ ଲାଭ…
Read More...