ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମହିଳା ଦଲାଲ ଗିରଫ

0 489


ଜଗତସିଂହପୁର ( ଦୁର୍ଯ୍ୟୋଧନ ମହାରଣା ) : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଜଣେ ମହିଳା ଦଲାଲକୁ ଗିରଫ କରିଛି ଜଗତସିଂହପୁର ପୋଲିସ।ସୂଚନାରୁ ପ୍ରକାଶ ମହିଳା ଦଲାଲ ର ନାମ ପ୍ରମିଳା(କାଟେଣୀ)।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସରକାରୀ ମେଡିକାଲ ରୁ ଦଲାଲ ହଟାଇବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ଏକ ପୋଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇ ଆଜି ସମ୍ପୃକ୍ତ ମହିଳା ଦଲାଲ କୁ ଗିରଫ କରାଯାଇଛି।ଏହି ମହିଳା ଦଲାଲକୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

eighteen − 7 =