Browsing Category
ମନୋରଞ୍ଜନ
ରବୀନ୍ଦ୍ରଙ୍କୁ ବିବାହ କଲେ ଅଭିନେତ୍ରୀ ଗାର୍ଗୀ
କଟକ : ଓଲିଉଡ୍ ଅଭିନେତ୍ରୀ ଗାର୍ଗୀ ମହାନ୍ତିଙ୍କର ବିବାହ ରବିବାର ଦିନ ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ହୋଟେଲ ପାଲ୍ ହାଇଟ୍ ମନ୍ତ୍ରା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗାର୍ଗୀ ତାଙ୍କ ପିଲାଦିନର ବନ୍ଧୁ ରବିନ୍ଦ୍ର ପାଢ଼ୀଙ୍କର ହାତ ଧରିଛନ୍ତି । ଦୁହିଁଙ୍କ ବିବାହ ଉତ୍ସବରେ ବନ୍ଧୁ…
Read More...
Read More...
ସୁଶାନ୍ତଙ୍କ ମୃତ୍ୟୁ ପରେ ପାଟନାସ୍ଥିତ ତାଙ୍କ ଘରକୁ ଯାଇଥିଲେ ଅଙ୍କିତା
ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପାଟନାସ୍ଥିତ ତାଙ୍କ ଘରକୁ ଯାଇଥିଲେ l ଏ ସମ୍ପର୍କରେ ସୁଶାନ୍ତଙ୍କ ପିତା କେ କେ ସିଂ ଏବେ ମୁହଁ ଖୋଲିଛନ୍ତି l
ସିଂ କହିଛନ୍ତି ଯେ ମୁମ୍ବାଇରେ ପରିବାର ସହିତ ପରିଦର୍ଶନ…
Read More...
Read More...
ନିଜ ପ୍ରଥମ ଫିଲ୍ମର ହିରୋ ସୁଶାନ୍ତଙ୍କୁ ମନେ ପକେଇଲେ ସାରା
ମୁମ୍ବାଇ : ସୁଶାନ୍ତଙ୍କ ବିପକ୍ଷରେ ନିଜ ପ୍ରଥମ ଚଳଚ୍ଚିତ୍ର 'କେଦାରନାଥ'ରେ ଅଭିନୟ କରିଥିବା ସାରା ତାଙ୍କୁ ଇନଷ୍ଟାଗ୍ରାମରେ ଏକ ହୃଦୟ ବିଦାରକ ପୋଷ୍ଟରେ ମନେ ପକାଇଛନ୍ତି l ସେ ଫିଲ୍ମ ନିର୍ମାଣର ଏକ ଚିତ୍ର ସେୟାର କରିଥିଲେ, ଯେଉଁଥିରେ ଦୁହେଁ ହୃଦୟରୁ ହସୁଥିବାର ନଜର ଆସିଥିଲେ | ତାଙ୍କ…
Read More...
Read More...
ଆୟରଲାଣ୍ଡରେ ରଜ ଉତ୍ସବ
ଭୁବନେଶ୍ୱର : ଆୟର୍ଲାଣ୍ଡରେ ଥିବା ଓଡ଼ିଆ ସମୁଦାୟଙ୍କ ଦ୍ୱାରା ଭାରଚୁଆଲ ରଜ ଉତ୍ସବ ପାଳିତ ହୋଇଯାଇଛି l ଏଥିରେ ଆୟାରଲାଣ୍ତ ବାସ କରୁଥିବା ପ୍ରବାସୀ ଓଡ଼ିଆ ବାଗ୍ମୀପ୍ରଜ୍ଞା ଜୟସିଂ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ପୂର୍ବରୁ ଆୟର୍ଲାଣ୍ଡରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଆୟୋଜିତ ଦୀପାବଳି…
Read More...
Read More...
ବଲିଉଡର ଧୋନି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା
ମୁମ୍ବାଇ: ବଲିଉଡର ଧୋନି ସୁଶାନ୍ତ ସିଂ ରାଜପୁତ (34) ଆତ୍ମହତ୍ୟା କରିଛନ୍ତି । ‘ମାହି ଦି ଅନଟୋଲ୍ଡ ଷ୍ଟୋରି’ରେ ନିଖୁଣ ଅଭିନୟ ଯୋଗୁଁ ଦର୍ଶକ ତାଙ୍କୁ ବଲିଉଡର ଧୋନି ରୂପେ ମନେ ରଖିଥିଲେ । ବାନ୍ଦ୍ରା ୱେଷ୍ଟସ୍ଥିତ ତାଙ୍କ ବାସଭବନରେ ସେ ଆଜି ଅପରାହ୍ନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା…
Read More...
Read More...
ଚାଲିଗଲେ ରିଷି କାପୁର
ମୁମ୍ବାଇ : ବଲିଉଡ ପାଇଁ ଦୁଃଖ ପିଛା ଛାଡ଼ୁନି l ଗତକାଲି ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା ବେଳେ ଆଜି ବଲିଉଡର ଭେଟେରାନ ଅଭିନେତା ରିଷି କପୁର 67 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଲୋକପ୍ରିୟ ଅଭିନେତା ରିଷି କପୁର କ୍ୟାନ୍ସରରେ ଅସୁସ୍ଥ ହୋଇ ମୁମ୍ବାଇର ଏକ ଡାକ୍ତରଖାନାରେ…
Read More...
Read More...
ବଲିଉଡ ଅଭିନେତା ଇରଫାନଙ୍କ ଦେହାନ୍ତ
ମୁମ୍ବାଇ : ଅଫେରା ରାଜ୍ୟକୁ ଚାଲିଗଲେ ପ୍ରିୟ କଳାକାର ଇରଫାନ ଖାନ। ସାଧାରଣ ଲୋକଙ୍କ ହୃଦୟରେ ଆସାଧରଣ ସ୍ଥାନ ତିଆରି କରିଥିବା ଏଇ ଚମତ୍କାର ବ୍ୟକ୍ତିତ୍ୱଙ୍କୁ ଆଉ ଆମେ ଦେଖିବାକୁ ପାଇବାନି। ରୋଗ ତାଙ୍କୁ ମୃତ୍ୟୁ କବଳକୁ ନେଇଯାଇଛି l ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ ଖାନଙ୍କର ଆଜି…
Read More...
Read More...
ଆୟର୍ଲାଣ୍ଡ୍ ଓ ଅଷ୍ଟ୍ରେଲିଆରେ ଦିୱାଲି ଧୂମ୍: ଧମାଲ୍ କଲେ ଓଡ଼ିଆ ଝିଅ ବାଗ୍ମୀ ଓ ଅଭିପ୍ସା
ଭୁବନେଶ୍ୱର: ଦୀପାବଳି ଅବସରରେ ଅଷ୍ଟ୍ରେଲିଆରେ କଥକ ନୃତ୍ୟ ପରିବେଷଣ କରି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରସାର କରିଛନ୍ତି ଓଡ଼ିଶାର କୁନି ଝିଅ ଅଭିପ୍ସା । ଏଥିପାଇଁ ଆୟୋଜିତ ଏକ ନୃତ୍ୟ ପ୍ରତିଯୋଗିତାରେ ସେ ବିଜେତା ହୋଇଛନ୍ତି । ମେଲବୋର୍ଣ୍ଣର ଫିଲାଣ୍ଡର ଷ୍ଟ୍ରିଟ୍ରେ ଆୟୋଜିତ ଏହି…
Read More...
Read More...
ଓଡ଼ିଶା ଲଳିତକଳା ଏକାଡେମିର ସଚିବ ହେଲେ ବରିଷ୍ଠ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ
ଭୁବନେଶ୍ୱର: ବିଭୁତି କାନୁନ୍ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ବରିଷ୍ଠଅଧ୍ୟାପକ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ଓଡ଼ିଶା ଲଳିତକଳା ଏକାଡେମିର ସଚିବ ଭାବରେ ନିଯୁକ୍ତି ମିଳିଛି । ଶ୍ରୀ ସାହୁ ୧୯୮୬ ମସିହା ଡିସେମ୍ବର ୧୨ ତାରିଖରେ ମହାବିଦ୍ୟାଳୟର ମୁଦ୍ରଣକଳା ବିଭାଗରେ ଯୋଗଦାନ କରିଥିଲେ ।…
Read More...
Read More...
ଚାଲିଛି ଚିକିତ୍ସା : ହସ୍ପିଟାଲରେ ଅମିତାଭ ବଚ୍ଚନ
ମୁମ୍ୱାଇ: ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ୱାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଲିଭର୍ରେ ସମସ୍ୟା ଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବାରୁ ମଙ୍ଗଳବାର ରାତି ୨ଟାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି…
Read More...
Read More...