କଟକ (ସରୋଜ କୁମାର ବେହେରା ) : ଆଜି ପୂବାହ୍ନପରେ ପୋଲିସ ମୁଖ୍ୟୟାଳୟ ପରିସରରେ ଆନୁଷ୍ଠାନକ ଭାବେ ପାଳନ କରାଯାଇଅଛି। ଏହି ଉତ୍ସବରେ ରାଜ୍ୟ ଆରଖି ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ମୁଖ୍ୟ ଅତଥିି ଭାବେ ଯୋଗଦେଇ ବିଭାଗରେ ଶହୀଦ ହୋଇଥିବା ଯବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ବୀର ଶହୀଦ ମାନଙ୍କ ପାଇଁ ଦୁଇ ମିନଟ ନୀରବ ପ୍ରାର୍ବନା କରାଯିବା ସହ ବାହନିୀ ତରଫରୁ ଶୋକଶସ୍ତ୍ର, ସଲାମିଶସ୍ତ୍ର ଓ ପତା ସଲାମି ପ୍ରଦର୍ଶନ କରାଯାଇଥିଲା। ଚଳିତ ବର୍ଷ ସମଗ୍ର ଦେଶରେ ବିଭିନ୍ନ ଆରଖି ବିଭାଗରେ ସର୍ବମୋଟ ୨୯୨ ଜଣ ଯବାନ ପ୍ରାଣବଳୀ ଦେଇଛନ୍ତି। ସେଥିରୁ ଓଡିଶା ରୁ ଦୁଇ ଜଣ ଆରଖି କତ୍ତବ୍ୟରତ ଅବସ୍ଥାରେ ପ୍ରାଣବଳି ଦେଇଛନ୍ତି।