ମହିଳା ଆଇନଜୀବୀ ଦୀପାଳିଙ୍କର ସନ୍ଦେହଜନକ ମୃତ୍ୟୁ : ‘ପୁରୁଷବନ୍ଧୁ ବିକ୍ରମ ମାରିଛି’

0 690

ଭୁବନେଶ୍ୱର: ମହିଳା ଆଇନଜୀବୀ ଦୀପାଳିଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ବିକ୍ରମ ସନ୍ଦେହ ଘେରରେ ଅଛନ୍ତି l ତେବେ ପୁରୁଷ ବନ୍ଧୁ ବିକ୍ରମ ହିଁ ଦୀପାଳିଙ୍କୁ ମାରିଛି ବୋଲି ତାଙ୍କର ଦୁଇ ଭଉଣୀ କହିଛନ୍ତି । କସ୍‌ମେଟିକ୍‌ ବ୍ୟବସାୟୀ ବିକ୍ରମ ମିଶ୍ରଙ୍କ ସହ ତାଙ୍କର ବାହାଘର ଠିକ୍‌ ହୋଇଥିଲା । ସେ ଦୀପାଳି ରହୁଥିବା ଭଡା ଘରକୁ ଯିବା ଆସିବା କରୁଥିଲେ । ଦୀପାଳିଙ୍କର ମୃତଦେବ ନିକଟରୁ ମଦ ସହ ସିଗାରେଟ୍‌ ଜବତ ହୋଇଛି । ସେହି ରାତିରେ ପୁରୁଷ ବନ୍ଧୁ ତାଙ୍କ ସହ ଥିଲା ।

Leave A Reply

Your email address will not be published.

four × three =