ଘରେ ଘରେ ରଜ

0 713

ଭୁବନେଶ୍ୱର : ରଜ ଓଡିଶାର ଗଣପର୍ବ l କରୋନା କଟକଣା ଯୋଗୁ ବାହାର ପରିବେଶରେ ରଜ ପାଳନ ହୋଇ ପାରୁନଥବାରୁ ଘରେ ଘରେ ରଜ ପାଳନ କରିଛନ୍ତି ଓଡ଼ିଆ ଝିଅ, ବୋହୂମାନେ l ଭାରଚୁଆଲ ରଜ ପାଳନ କରିଛନ୍ତି ଓଡ଼ିଆଣୀମାନେ l

Leave A Reply

Your email address will not be published.

19 + 3 =