ଅନ୍ତର୍ଜାତୀୟ ଯୋଗ ଦିବସରେ ସପରିବାର ଯୋଗ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

0 640

ଭୁବନେଶ୍ୱର/ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଯୋଗ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପରିବାର ଯୋଗାଭ୍ୟାସ କରିଛନ୍ତି l ଯୋଗ ମଣିଷ ଜୀବନ ଶୈଳୀର ଏକ ଅବିଛେଦ୍ୟ ଅଙ୍ଗ ବୋଲି ସେ କହିଛନ୍ତି l

Leave A Reply

Your email address will not be published.

two × 5 =