ରାଜ୍ୟ ସଭା ରେ ଦମ ଦେଖାଇଲେ ନବୀନ ସେନା ଅମର

0 1,219

ନୂଆଦିଲ୍ଲୀ, ଏଥର ରାଜ୍ୟସଭାର ମୌସୁମୀ ଅଧିବେସନ ବିଜୁ ଜନତା ଦଳ ପାଇଁ ବେଶ୍ ଗୁରୁତ୍ବ ପୂର୍ଣ ହୋଇଛି। ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଦୁଇଟି ବିଲକୁ ବିରୋଧ କରିବା ପରି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି।

ସେହିପରି ଏଥର ନୂଆକରି ରାଜ୍ୟସଭାକୁ ଯାଇଥିବା 4 ଜଣ ସାଂସଦଙ୍କୁ ପ୍ରଥମ ଥର ପାଇଁ କହିବାକୁ ସୁଯୋଗ ମିଳିଛି। ତେବେ ଏଥର ଅଧିବେସନ କରୋନା ପାଇଁ ୯ ଦିନ ପୂର୍ବରୁ ବନ୍ଦ ହୋଇଗଲା। ମାତ୍ର ୧୦ ଦିନ ଚାଲିଥିବା ଏହି ମୌସୁମୀ ଅଧିବେସନ ବିଜେଡି ପାଇଁ ଏକ ଚାଲେଞ୍ଜ ର ପ୍ରଶ୍ନ ଥିଲା । ଯାହାକୁ ପ୍ରଥମେ ନବୀନ ଙ୍କ ଟିମ ର ସାଂସଦ ଡା. ଅମର ପଟନାୟକ ନେତୃତ୍ୱରେ ପ୍ରଥମେ ସମର୍ଥନ, ହିସାବରେ ଓ ଏଥର ରାଜ୍ୟସଭାରେ ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା। ପରେ ପରେ ଏଥର ଅଧିବେସନରେ ବିଜୁ ଜନତା ଦଳ କୁ ୨୦ ଟି ବିଲ୍ ଉପରେ କହିବାର ସୁଯୋଗ ମିଳିଥିଲା। ହେଲେ ନବୀନ ଙ୍କ ଷ୍ଟ୍ରୋକ ମାଷ୍ଟର ଥିଲେ ଅମର ପଟନାୟକ । ଏଥର ରାଜ୍ୟସଭାରେ ବିଜେଡି ୨୫ଟି ବିଲକୁ ସମର୍ଥନ କରିଥିବା ବେଳେ ୨ଟି କୃଷି ବିଲକୁ ବିରୋଧ କରିଥିଲେ ସାଂସଦ ଡା. ଅମର ପଟ୍ଟନାୟକ ଏହାକୁ ବିରୋଧ କରି କେଉଁଠି ଭଲ ହୋଇପାରିବ ତାକୁ ନେଇ ତଥ୍ୟ ଉପସ୍ଥାପନ କରିଥିଲେ ।
ସେହି ପରି ଶୂନ୍ୟ କାଳ ମନ୍ଦ୍ୟରେ ସାଂସଦ ଡା. ପଟନାୟକ :
14th september – 23rs september
Questions filed: 74

Dr Amar Patnaik spoke on 5 bills-
2 Farmer bills,
1 essential commodities amendment bill
1 Insolvency and Bankruptcy Code
1 Banking Regulation Act
Total – 5

2 special mentions of demand for scheme for weavers and according classical status to Odissi music,

ଉପରେ ତାଙ୍କର ପ୍ରଶ୍ନ ରଖିଥିଲେ ।

ପରେ ପରେ ତାଙ୍କ ସହିତ ବିଜୁ ଜନତା ଦଳର ୬ ଜଣ ସାଂସଦ ମିଶି ୧୫୬ଟି ଅଣତାରକା ପ୍ରଶ୍ନ ପଚାରି ସରକାରଙ୍କଠାରୁ ଜବାବ ମାଗିଥିଲେ। ଯାହାକୁ ନେଇ ଏବେ ସାରା ଭାରତ ବର୍ଷରେ ନବୀନ ସାଂସଦ ଙ୍କ ପ୍ରଶ୍ନ ବାଣ କୁ ନେଇ ଦେଶୱେବ ଚର୍ଚ୍ଚାର ପରିଧି କୁ ଆସିଛି ।

Leave A Reply

Your email address will not be published.

eighteen − twelve =