ପ୍ରଧାନମନ୍ତ୍ରୀ ଜନ-ଆନ୍ଦୋଳନ ସଚେତନତା କ୍ରଯ୍ୟକ୍ରମରେ ସାମିଲ ହେଲା ପାରାଦୀପ ବନ୍ଦର

0 525

ପାରାଦୀପ//ଅଠର ବାଙ୍କୀ (ସ୍ମୃତି ରଞ୍ଜନ ଜେନା ) : ଆଗାମୀ ପାର୍ବଣ ଅବ୍ୟବାହିତ ପୂର୍ବରୁ ବିଶ୍ୱ ମହାମାରି କରୋନାକୁ ହରାଇବା ପାଇଁ ଏକ ଜନ ଆନ୍ଦୋଳନର ଆହ୍ୱାନ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଜନ ଆନ୍ଦୋଳନରେ ପାରାଦୀପ ବନ୍ଦର ମଧ୍ୟ ସାମିଲ ହୋଇଛି। କୋଭିଡ-୧୯ ର ଆଚାର ସଂହିତା ପାଳନ ନିମନ୍ତେ ପାରାଦୀପ ବନ୍ଦର ପ୍ରଶାସନିକ ଭବନ ରୁମ ଠାରେ ଏକ ଶପଥ ଗ୍ରହଣ କ୍ରଯ୍ୟକ୍ରମ ଏନୁଷ୍ଟିତ ହୋଇଥିଲା। ପାରାଦ୍ୱୀପ ବନ୍ଦରର ଅଧ୍ୟକ୍ଷ ରିଙ୍କେଶ ରାଏ ସମସ୍ତଙ୍କୁ କରୋନା ମୁକ୍ତ ଭାରତର ସୁରକ୍ଷା ମନ୍ତ୍ର ଦେଇଥିଲେ। ଏହି କ୍ରଯ୍ୟକ୍ରମରେ ବନ୍ଦରର ବିଭାଗୀୟ ମୁଖ୍ୟ ଓ ଉପମୁଖ୍ୟ ମାନେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ।

Leave A Reply

Your email address will not be published.

one × five =